Base Word
צְפַנְיָה
Short DefinitionTsephanjah, the name of four Israelites
Long Definitionthe 9th in order of the 12 minor prophets; descendant of king Hezekiah of Judah and prophet in the time of king Josiah of Judah
Derivationor צְפַנְיָהוּ; from H6845 and H3050; Jah has secreted
International Phonetic Alphabett͡sˤɛ̆.pɑn̪ˈjɔː
IPA modt͡sɛ̆.fɑnˈjɑː
Syllableṣĕpanyâ
Dictiontseh-pahn-YAW
Diction Modtseh-fahn-YA
UsageZephaniah
Part of speechn-pr-m

ଦିତୀୟ ରାଜାବଳୀ 25:18
ପୁଣି ନବୂସରଦନ୍ ପ୍ରଧାନ ଯାଜକ ସରାଯ ଦ୍ବିତୀୟ ଯାଜକ ସଫନିଯ ଓ ତିନି ଜଣ ଦ୍ବାରପାଳଙ୍କୁ ନଇେ ଗଲା।

ପ୍ରଥମ ବଂଶାବଳୀ 6:36
ଅମାସଯ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯାୟେଲଙ୍କ ପୁତ୍ର ଥିଲେ। ଯାୟେଲ୍ ଅସରିଯଙ୍କ ପୁତ୍ର ଥିଲେ। ଅସରିଯ ସଫନିଯରଙ୍କ ପୁତ୍ର ଥିଲେ।

ଯିରିମିୟ 21:1
ରାଜା ସିଦିକିଯ ମଲ୍କିଯର ପୁତ୍ର ପଶ୍ହୂରକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ସଦାପ୍ରଭୁଙ୍କର ବାକ୍ଯ ଦଇେ ଯିରିମିୟ ନିକଟକୁ ପଠାଇଲେ।

ଯିରିମିୟ 29:25
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ହେ ଶମଯିଯ, ତୁମ୍ଭେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ମା ସଯରେ ପୁତ୍ର ସଫନିଯ ଯାଜକକୁ ଓ ଅନ୍ଯାନ୍ଯ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମ ରେ ଏହି ପତ୍ର ପଠାଅ।

ଯିରିମିୟ 29:29
ଅନନ୍ତର ସଫନିଯ ଯାଜକ ଯିରିମିୟ ଭବିଷ୍ଯଦବକ୍ତାଙ୍କ କର୍ଣ୍ଣ ଗୋଚର ରେ ଏହି ପତ୍ର ପାଠ କଲା।

ଯିରିମିୟ 37:3
ପୁଣି ସିଦିକିଯ ରାଜା ଶଲେିମିଯର ପୁତ୍ର ୟିହୁଖଲକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ଯିରିମିୟ ଭବିଷ୍ଯଦବକ୍ତା ନିକଟକୁ ଏକ ବାର୍ତ୍ତା ଦଇେ ପଠାଇଲେ। ସମାନେେ ଯିରିମିୟଙ୍କୁ ବିନଯ କରି କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।

ଯିରିମିୟ 52:24
ପୁଣି ପ୍ରହରୀବର୍ଗର ସନୋପତି ପ୍ରଧାନ ଯାଜକ ସରାଯକୁ ଓ ଦ୍ବିତୀୟ ଯାଜକ ସଫନିଯକୁ ଏବଂ ଆଉ ତିନିଜଣ ଦ୍ବାରପାଳକୁ ବନ୍ଦୀ କରି ନଲୋ।

ସିଫନିୟ 1:1
ଏହି ବାର୍ତ୍ତା ସଦାପ୍ରଭୁ ସିଫନିଯଙ୍କୁ ପ୍ରଦାନ କରିଥିଲେ। ଯିହୁଦାର ରାଜା ଆମାନଙ୍କେ ପୁତ୍ର ଯୋଶିୟଙ୍କ ସମୟରେ ସେ ଏହି ବାର୍ତ୍ତା ଗ୍ରହଣ କଲେ। ସିଫନିଯ କୂଶିଙ୍କ ପୁତ୍ର, କୂଶି ଗଦଲିଯଙ୍କ ପୁତ୍ର, ଗଦଲିଯ ଅମରିଯଙ୍କ ପୁତ୍ର ଓ ଅମରିଯ ହିଜକିଯଙ୍କ ପୁତ୍ର ଥିଲେ।

ଯିଖରିୟ 6:10
ହିଲ୍ଦଯ, ଟୋବିୟ ଓ ୟିଦାଯ ବାବିଲରୁ ଆସିଥିବା ସହେି ନିର୍ବାସିତଙ୍କ ମଧ୍ଯରୁ ଅଟନ୍ତି। ସୁନା ଓ ରୂପା ସମାନଙ୍କେଠାରୁ ନିଅ ଏବଂ ସିଫନିଯର ପୁତ୍ର ଯୋଶିୟଯର ଗୃହକୁ ୟାଅ।

ଯିଖରିୟ 6:14
ସହେି ମୁକୁଟଗୁଡିକ ସଦାପ୍ରଭୁଙ୍କର ମନ୍ଦିର ରେ ସ୍ମାରକପତ୍ର ସ୍ବରୂପ ହିଲ୍ଦଯ, ଟୋବିୟ ୟିଦାଯ ଏବଂ ସିଫନିଯରଙ୍କ ପୁତ୍ର ଯୋଶିୟଯଙ୍କ ସ୍ମରଣାର୍ଥେ ରହିବ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்