Base Word
צָעִיר
Short Definitionlittle; (in number) few; (in age) young, (in value) ignoble
Long Definitionlittle, insignificant, young
Derivationor צָעוֹר; from H6819
International Phonetic Alphabett͡sˤɔːˈʕɪi̯r
IPA modt͡sɑːˈʕiːʁ
Syllableṣāʿîr
Dictiontsaw-EER
Diction Modtsa-EER
Usageleast, little (one), small (one), + young(-er, -est)
Part of speecha

ଆଦି ପୁସ୍ତକ 19:31
ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କହେି ଜଣେ ହେଲେ ନାହାନ୍ତି।

ଆଦି ପୁସ୍ତକ 19:34
ତା'ପର ଦିନ ବଡ଼ ଝିଅ ସାନ ଝିଅକୁ କହିଲା, ଗତ ରାତିଲେ ମୁଁ ପିତାଙ୍କ ନିକଟରେ ଶଯନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ଯପାନ କରାଇବା, ତା'ପରେ ତୁ ତାଙ୍କ ସାଙ୍ଗ ରେ ୟାଇ ସହବାସ କର। ଏହି ଉପାଯ ରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ଯମ ରେ ଆମ୍ଭର ପରିବାର ନଷ୍ଟ ହବୋରୁ ରକ୍ଷା କରିପାରିବା।

ଆଦି ପୁସ୍ତକ 19:35
ତେଣୁ ସହେି ରାତି ରେ ସେ ଦୁ ହେଁ ମିଶି ତାଙ୍କର ପିତାଙ୍କୁ ମଦ୍ଯପାନ କରାଇଲେ। ତା'ପରେ ତାଙ୍କର ସାନଝିଅ ୟାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ଯଧିକ ମଦ୍ଯପାନ କରିଥିବାରୁ ତାଙ୍କ ଝିଅ କେତବେେଳେ ଆସି କେତବେେଳେ ସହବାସ କରି ୟାଇଛି ସେ ଜାଣିପାରି ନଥିଲେ।

ଆଦି ପୁସ୍ତକ 19:38
ସାନ ଝିଅ ଯେଉଁ ପୁତ୍ର ଜନ୍ମ କଲା ତା'ର ନାମ ସେ ଦେଲେ ବିନ-ଅମ୍ମି। ସେ ବର୍ତ୍ତମାନ କାଳର ଅେମ୍ମାନୀୟ ଲୋକମାନଙ୍କର ଆଦିପିତା ଅଟନ୍ତି।

ଆଦି ପୁସ୍ତକ 25:23
ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ଗର୍ଭ ରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହବେେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହବେ। ପୁଣି ଜେଷ୍ଠ କନିଷ୍ଠର ସବୋ କରିବ।

ଆଦି ପୁସ୍ତକ 29:26
ଲାବନ କହିଲା, ଆମ୍ଭ ଦେଶ ରେ ଅଛି ଯେ ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରିପାରିବ ନାହିଁ।

ଆଦି ପୁସ୍ତକ 43:33
ଯୋଷଫେର ଭାଇମାନେ ଯୋଷଫେର ଆଗ ଟବେୁଲ ରେ ଖାଇ ବସିଲେ। ତା'ର ଭାଇମାନେ ବଡ଼ରୁ ସାନ କ୍ରମ ରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଚାହୁଁଥାନ୍ତି। କ'ଣ ସବୁ ଘଟୁଛି ସମାନେେ ଆଶ୍ଚର୍ୟ୍ଯ ହେଉଥାନ୍ତି।

ଆଦି ପୁସ୍ତକ 48:14
ଇଶ୍ରାୟେଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରଯିମର ମୁଣ୍ଡ ରେ ତାଙ୍କର ବାମ ହସ୍ତ ରଖିଲେ। ଏହାପରେ ଇଶ୍ରାୟେଲ ତାଙ୍କର ବାମହସ୍ତ ମନଃଶିର ମସ୍ତ ଉପରେ ରଖିଲେ ୟିଏକି ପ୍ରଥମେ ଜନ୍ମ ହାଇେଥିଲା।

ଯିହୋଶୂୟ 6:26
ସହେି ସମୟରେ ୟିହୋଶୂଯ ଏହି ପ୍ରତିଜ୍ଞା କରିଥିଲେ, ଯେ କହେି ଯିରୀହାେ ନଗର ପକ୍ସ୍ଟନଃ ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ଦ୍ବାରା ଶାପଗ୍ରସ୍ତ ହବେ, ସେ ଆପଣା ଜେଷ୍ଠ ପକ୍ସ୍ଟତ୍ରର ମୃତକ୍ସ୍ଟ୍ଯ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପକ୍ସ୍ଟତ୍ରର ମୃତକ୍ସ୍ଟ୍ଯ ସହିତ ତହିଁର ଦ୍ବାରମାନ ସ୍ଥାପନ କରିବ।

ବିଚାରକର୍ତାମାନଙ୍କ ବିବରଣ 6:15
କିନ୍ତୁ ଗିଦ୍ଦିୟୋନ ତାଙ୍କୁ କହିଲେ, ହେ ମାରେ ସଦାପ୍ରଭୁ, ମୁ କିପରି ଇଶ୍ରାୟେଲକକ୍ସ୍ଟ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧିଅରେ ମାରେ ପରିବାର ସବୁଠାରକ୍ସ୍ଟ ଦୁର୍ବଳ ଏବଂ ମାରେପରିବାର ମଧିଅରେ ମୁ ସବୁଠାରକ୍ସ୍ଟ ସାନ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்