Base Word
צָעִיף
Short Definitiona veil
Long Definitionwrapper, shawl, veil
Derivationfrom an unused root meaning to wrap over
International Phonetic Alphabett͡sˤɔːˈʕɪi̯p
IPA modt͡sɑːˈʕiːf
Syllableṣāʿîp
Dictiontsaw-EEP
Diction Modtsa-EEF
Usagevail
Part of speechn-m

ଆଦି ପୁସ୍ତକ 24:65
ରିବିକା ଦାସକୁ କହିଲା, ଆମ୍ଭମାନଙ୍କୁ ଦେଖି ସାକ୍ଷାତ କରିବାକୁ ଆସୁଥିବା ୟୁବକ କିଏ? ଦାସଟି ଉତ୍ତର ଦେଲେ, “ସେ ହେଉଛନ୍ତି ମୋର କର୍ତ୍ତା।” ତେଣୁ ରିବିକା ମୁହଁକୁ ନିଜର ଓଢ଼ଣାରେ ଆଚ୍ଛାଦନ କଲେ।

ଆଦି ପୁସ୍ତକ 38:14
ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଚାଇ ତିମ୍ନାତାର ପଥ ପାଶର୍ବସ୍ଥିତ ଐନମର ପ୍ରବେଶ ସ୍ଥାନ ରେ ବସି ରହିଲା। କାରଣ ସେ ଦେଖିଲା ଶଲୋ ବଡ଼ ହେଲେ ହେଁ ତାକୁ ବିବାହ କଲାନାହିଁ।

ଆଦି ପୁସ୍ତକ 38:19
ଏହାପରେ ତାମର ଗୃହକୁ ଗଲା ଓ ତା'ର ମୁହଁ ସର୍ବଦା ଲୁଚାଇ ରଖିଲାଏବଂ ଏହାପରେ ସେ ପୁନ୍ନର୍ବାର ବିଧବା ବସ୍ତ୍ର ପରିଧାନ କଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்