Base Word
אֶבֶן
Short Definitiona stone
Long Definitionstone (large or small)
Derivationfrom the root of H1129 through the meaning to build
International Phonetic Alphabetʔɛˈbɛn̪
IPA modʔɛˈvɛn
Syllableʾeben
Dictioneh-BEN
Diction Modeh-VEN
Usage+ carbuncle, + mason, + plummet, (chalk-, hail-, head-, sling-)stone(-ny), (divers) weight(-s)
Part of speechn-f

ଆଦି ପୁସ୍ତକ 2:12
ସହେି ଦେଶ ରେ ଚ଼ିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମଦେକମଣି ଅଛି।

ଆଦି ପୁସ୍ତକ 11:3
ଲୋକମାନେ କହିଲେ, ଆସ ଆମେ ଇଟା ପୋଡ଼ି ଟାଣ କରିବା। ତେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ। ଏବଂ ସମାନେେ ମାଟିଆ ତଲକେୁ ଚୂନ ସ୍ବରୂପ ବ୍ଯବହାର କଲେ।

ଆଦି ପୁସ୍ତକ 28:11
ଯାକୁବ ୟାତ୍ରା କରିଥିବା ସମୟରେ ସୂର୍ୟ୍ଯାସ୍ତ ହେଲା। ତେଣୁ ଯାକୁବ ରାତ୍ର ୟାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସହେି ସ୍ଥାନ ରେ ପଥର ଉପରେ ମୁଣ୍ଡ ଦଇେ ସେ ଶୋଇ ପଡ଼ିଲେ।

ଆଦି ପୁସ୍ତକ 28:18
ଯାକୁବ ପ୍ରତ୍ଯୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦଇେଥିଲେ, ତାହା ନଇେ ସ୍ତମ୍ଭରୂପେ ସ୍ଥାପନ କଲେ। ଏହାପରେ ସେ ତା' ଉପରେ ତୈଳ ଢ଼ାଳିଲେ।

ଆଦି ପୁସ୍ତକ 28:22
ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ସ୍ଥାପନ କରିବି। ଏହା ପରମେଶ୍ବରଙ୍କର ଏକ ପବିତ୍ରସ୍ଥାନ ହବେ। ଆଉ ତୁମ୍ଭେ ଯାହା ସବୁ ମାେତେ ଦବେ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ଯ ଦବେି।

ଆଦି ପୁସ୍ତକ 29:2
ଯାକୁବ ଦେଖିଲେ, ସହେି ଭୂମିରେ ଏକ କୂପ। ସହେି ମଷେମାନେ, ସହେି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସହେି ସ୍ଥାନ, ମଷେମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘାଡ଼ୋଇ ରଖିଥିଲା।

ଆଦି ପୁସ୍ତକ 29:3
ଯେତବେେଳେ ସବୁ ମଷେପଲ ସହେି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତବେେଳେ ମଷେପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମଷେମାନେ ପାଣି ପିଇ ସାରିବା ପରେ ସମାନେେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କଲେ।

ଆଦି ପୁସ୍ତକ 29:3
ଯେତବେେଳେ ସବୁ ମଷେପଲ ସହେି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତବେେଳେ ମଷେପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମଷେମାନେ ପାଣି ପିଇ ସାରିବା ପରେ ସମାନେେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କଲେ।

ଆଦି ପୁସ୍ତକ 29:8
କିନ୍ତୁ ମଷେପାଳକ କହିଲେ, ଯେପର୍ୟ୍ଯନ୍ତ ସମସ୍ତ ମଷେ ଏକତ୍ର ନ ହାଇେଛନ୍ତି ସେ ପର୍ୟ୍ଯନ୍ତ ଆମ୍ଭେ ଏହା କରିପାରିବୁ ନାହିଁ। ସମସ୍ତ ଏକତ୍ର ହବୋପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢିବୁ ଏବଂ ସମସ୍ତ ମଷେମାନେ ପାଣି ପିଇପାରିବେ।

ଆଦି ପୁସ୍ତକ 29:10
ରାହେଲ ଥିଲା ଲାବନ୍ର ଝିଅ। ଲାବନ ଥିଲେ ଯାକୁବର ମା' ରିବିକାର ଭାଇ। ଯାକୁବ ଯେତବେେଳେ ମାତୁଳ ଲାବନର କନ୍ଯା ମଷେ ସହିତ ରାହେଲକୁ ଦେଖିଲା, ସେ ୟାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମଷେମାନେ ଜଳପାନ କଲେ।

Occurences : 273

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்