Base Word
אֶצְבַּע
Short Definitionsomething to sieze with, i.e., a finger; by analogy, a toe
Long Definitionfinger, toe
Derivationfrom the same as H6648 (in the sense of grasping)
International Phonetic Alphabetʔɛt͡sˤˈbɑʕ
IPA modʔɛt͡sˈbɑʕ
Syllableʾeṣbaʿ
Dictionets-BA
Diction Modets-BA
Usagefinger, toe
Part of speechn-f

ଯାତ୍ରା ପୁସ୍ତକ 8:19
ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ବର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜିଦ୍ଖୋର ହେଲେ। ସେ ସମାନଙ୍କେ କଥା ଶୁଣିଲେ ନାହିଁ।

ଯାତ୍ରା ପୁସ୍ତକ 29:12
ଏହାପରେ ସହେି ପାଛୁରୀର କିଛି ରକ୍ତ ୟଜ୍ଞବଦେୀ ନିକଟକୁ ନିଅ। ତୁମ୍ଭର ଅଙ୍ଗୁଳି ରେ ରକ୍ତ ନଇେ ୟଜ୍ଞବଦେୀର ଶିଙ୍ଗ ଉପରେ ଦିଅ ଓ ଅବଶିଷ୍ଟ ରକ୍ତ ବଦେୀ ମୂଳ ରେ ଢାଳ।

ଯାତ୍ରା ପୁସ୍ତକ 31:18
ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

ଲେବୀୟ ପୁସ୍ତକ 4:6
ତା'ପରେ ସେ ଯାଜକ ସହେି ରକ୍ତ ରେ ନିଜର ଆଙ୍ଗୁଠି ବୁଡାଇ ସଦାପ୍ରଭୁଙ୍କ ଛାମୁ ରେ ମହାପବିତ୍ର ସ୍ଥାନର ବିଚ୍ଛଦେ ବସ୍ତ୍ର ଆଗ ରେ ସାତ ଥର ଛିଞ୍ଚିବ।

ଲେବୀୟ ପୁସ୍ତକ 4:17
ପୁଣି ଯାଜକ ସହେି ରକ୍ତ ରେ ଆପଣା ଆଙ୍ଗୁଳି ବୁଡାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ବିଚ୍ଛଦେ ବସ୍ତ୍ର ଆଗ ରେ ସାତଥର ଛିଞ୍ଚିବ।

ଲେବୀୟ ପୁସ୍ତକ 4:25
ତା'ପରେ ଯାଜକ ଆପଣା ଅଙ୍ଗୁଳି ରେ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ନଇେ ହାମବଦେେୀର ଶିଙ୍ଗ ଉପରେ ଦବେ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହାମବଦେେୀ ମୂଳ ରେ ଢାଳିବ।

ଲେବୀୟ ପୁସ୍ତକ 4:30
ତା'ପରେ ସେ ଯାଜକ ଅଙ୍ଗୁଳି ରେ ତା'ର ରକ୍ତରୁ କିଛି ନଇେ ହୋମବଦେୀର ଶୃଙ୍ଗ ଉପରେ ଦବେ, ଆଉ ତା'ର ସମସ୍ତ ରକ୍ତ ୟଜ୍ଞବଦେୀ ମୂଳ ରେ ଢାଳିବ।

ଲେବୀୟ ପୁସ୍ତକ 4:34
ତା'ପରେ ସେ ଯାଜକ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ଅଙ୍ଗୁଳି ରେ ନଇେ ହୋମବଦେୀର ଶିଙ୍ଗ ଉପରେ ଦବେ ଓ ଆଉ ସମସ୍ତ ରକ୍ତ ୟଜ୍ଞବବଦେୀ ମୂଳ ରେ ଢାଳିବ।

ଲେବୀୟ ପୁସ୍ତକ 8:15
ତତ୍ପରେ ମାଶାେ ତାକୁ ବଧ କଲେ ଓ ସହେି ରକ୍ତ ନଇେ ଅଙ୍ଗୁଳି ଦ୍ବାରା ୟଜ୍ଞବଦେୀର ଚାରିଆଡେ ଶିଙ୍ଗ ଉପରେ ଦଇେ ୟଜ୍ଞବଦେୀକି ପାପ ମୁକ୍ତ କଲେ। ଆଉ ୟଜ୍ଞବଦେୀ ମୂଳ ରେ ସହେି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।

ଲେବୀୟ ପୁସ୍ତକ 9:9
ତା'ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଆଙ୍ଗୁଳି ବୁଡାଇ ୟଜ୍ଞବଦେୀର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ୟଜ୍ଞବଦେୀ ମୂଳ ରେ ଢାଳିଲେ।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்