Base Word
צַלְמָוֶת
Short Definitionshade of death, i.e., the grave (figuratively, calamity)
Long Definitiondeath-shadow, deep shadow, deep darkness, shadow of death
Derivationfrom H6738 and H4194
International Phonetic Alphabett͡sˤɑl.mɔːˈwɛt̪
IPA modt͡sɑl.mɑːˈvɛt
Syllableṣalmāwet
Dictiontsahl-maw-WET
Diction Modtsahl-ma-VET
Usageshadow of death
Part of speechn-m

ଆୟୁବ ପୁସ୍ତକ 3:5
ମୁଁ ଚା ହେଁ ସହେି ଦିନଟି ମୃତ୍ଯୁ ଭଳି ଅନ୍ଧକାର ହାଇେ ରହନ୍ତା। ମୁଁ ଚା ହେଁ ବାଦଲ ତାକୁ ଲୁଚାଇ ଦିଅନ୍ତା। ମୁଁ ଚା ହେଁ ଯେଉଁଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସହେିଦିନର ଆଲୋକକୁ ଭୟଭୀତ କରାଇଦେଉ।

ଆୟୁବ ପୁସ୍ତକ 10:21
ପୂର୍ବରୁ ମୁଁ ସହେି ସ୍ଥାନକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ। ଯାହା ମୃତ୍ଯୁ ଓ ଅନ୍ଧକାର ଅଟେ।

ଆୟୁବ ପୁସ୍ତକ 10:22
ମାରେ ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସହେି ଦେଶକୁ ୟିବା ପୂର୍ବରୁ ଯାହାକୁ କହେି କବେେ ଦେଖି ନାହିଁ, ସହେି ଅନ୍ଧକାର ଅବ୍ଯବସ୍ଥା ରାଜ୍ଯ ରେ ଆଲୋକ ମଧ୍ଯ ଘନ ଅନ୍ଧକାର ସମାନ ଅଟେ।

ଆୟୁବ ପୁସ୍ତକ 12:22
ପରମେଶ୍ବର ଅନ୍ଧକାରର ଗୂଢ଼ ରହସ୍ଯକୁ ଜାଣନ୍ତି। ସେ ମୃତ୍ଯୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦଇେ ପାରନ୍ତି।

ଆୟୁବ ପୁସ୍ତକ 16:16
କାନ୍ଦି କାନ୍ଦି ମାରେ ମୁହଁ ଲାଲ ପଡ଼ିଗଲାଣି। ମାରେ ଆଖିର ଚତୁର୍ଦ୍ଦିଗ ରେ କଳା କଳା ଦାଗ ଦିଶିଲାଣି।

ଆୟୁବ ପୁସ୍ତକ 24:17
ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ। ସମାନେେ ଅନ୍ଧକାର ରେ ଭୟାନକତା ରେ ଅଭ୍ଯସ୍ତ।

ଆୟୁବ ପୁସ୍ତକ 24:17
ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ। ସମାନେେ ଅନ୍ଧକାର ରେ ଭୟାନକତା ରେ ଅଭ୍ଯସ୍ତ।

ଆୟୁବ ପୁସ୍ତକ 28:3
ଶ୍ରମିକମାନେ ହାତ ରେ ଆଲୁଅ ଧରି ଖଣି ଭିତରକୁ ୟାଆନ୍ତି। ସେ ଗୁମ୍ଫା ଭିତ ରେ ସମାନେେ ପଥର ସବୁ ଅନ୍ଧକାର ରେ ସନ୍ଧାନ କରନ୍ତି।

ଆୟୁବ ପୁସ୍ତକ 34:22
ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ବରଙ୍କଠାରୁ ଲୁଚାଇପା ରେ।

ଆୟୁବ ପୁସ୍ତକ 38:17
ଆୟୁବ ତୁମ୍ଭେ କବେେ ମୃତ୍ଯୁ ଦେଶର ଦ୍ବାରକୁ ଦେଖିଛ କି ? ତୁମ୍ଭେ କବେେ ସହେି ଫାଟକକୁ ଦେଖିଛ କି ଯାହା ଅନ୍ଧକାର ମରଣ ସ୍ଥାନକୁ ନଇୟୋଏ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்