| Base Word | |
| צַד | |
| Short Definition | a side; figuratively, an adversary |
| Long Definition | side |
| Derivation | contr. from an unused root meaning to sidle off |
| International Phonetic Alphabet | t͡sˤɑd̪ |
| IPA mod | t͡sɑd |
| Syllable | ṣad |
| Diction | tsahd |
| Diction Mod | tsahd |
| Usage | (be-)side |
| Part of speech | n-m |
ଆଦି ପୁସ୍ତକ 6:16
ଉପରୁ ଏକ ହାତ ଛାଡ଼ି ଝରକା କରିବ। ସହେି ଜାରାଜର ପାଶର୍ବ ରେ ଗୋଟିଏ ଦ୍ବାର ରହିବ। ଆଉ ତହିଁର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଚଟାଣ ବନାଇବ।
ଯାତ୍ରା ପୁସ୍ତକ 25:32
ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହବେ। ଏହାର ଏକ ପାଶର୍ବରୁ ତିନି ଦୀପଶାଖା ଓ ଅନ୍ୟ ପଶର୍ବରୁ ତିନି ଦୀପଶାଖା ବାହାରିବ।

ଯାତ୍ରା ପୁସ୍ତକ 26:13
ଆଉ ତମ୍ବୁ କପଡାର ଦୀର୍ଘତାର ଯେଉଁ ଅଂଶ ଏପାଖ ରେ ଏକ ହସ୍ତ ଓ ସପୋଖ ରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାଶର୍ବ- ସପୋଶର୍ବ ରେ ଆଚ୍ଛାଦାନାର୍ଥେ ଝୁଲିବ।
ଯାତ୍ରା ପୁସ୍ତକ 30:4
ସୁବର୍ଣ୍ଣର ବଳଯ ତଳେ ଦୁଇଟି କଣା କର। ଏବଂ ସଠାେରେ ଦୁଇଟି ସୁବର୍ଣ୍ଣର ଆଙ୍କୁଡା ଲଗାଅ। ୟଜ୍ଞବଦେୀକୁ ସାଙ୍ଗୀ ସାହାୟ୍ଯ ରେ ବହିନିଅ।
ଯାତ୍ରା ପୁସ୍ତକ 37:18
ଦୀପବୃକ୍ଷର ଏକ ପାଶର୍ବରୁ ତିନି ଶାଖା ଏବଂ ଅନ୍ୟ ପାଶର୍ବରୁ ତିନି ଶାଖା ଏହିପରି ଛଅଟି ଶାଖା ସହେି ଦୀପବୃକ୍ଷରୁ ବାହାର କଲେ।

ଯାତ୍ରା ପୁସ୍ତକ 37:27
ଧୂପବଦେୀକୁ ବହିବା ପାଇଁ ତା'ର ପ୍ରେତ୍ୟକକ ପାଶର୍ବ ରେ ସୁବର୍ଣ୍ଣର ବଳଯ ତଳେ ସୁବର୍ଣ୍ଣ ଦୁଇ କଡା ନିର୍ମାଣ କଲେ।
Occurences : 33
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்