Base Word
אֵפֶר
Short Definitionashes
Long Definitionashes
Derivationfrom an unused root meaning to bestrew
International Phonetic Alphabetʔeˈpɛr
IPA modʔeˈfɛʁ
Syllableʾēper
Dictionay-PER
Diction Moday-FER
Usageashes
Part of speechn-m

ଆଦି ପୁସ୍ତକ 18:27
ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ତୁମ୍ଭ ତୁଳନା ରେ ମୁଁ କବଳେ ଧୂଳି ଓ ପାଉଁଶ। କିନ୍ତୁ ମାେତେ କ୍ଷମା କର ମୁଁ ଏତେ ସାହାସୀ ହାଇେ ଆଉ ଏକ ପ୍ରଶ୍ନ ପଚାରୁଅଛି।

ଗଣନା ପୁସ୍ତକ 19:9
ଏହାପରେ କୌଣସି ଶୁଚିଲୋକ ସହେି ଗାଈର ଭସ୍ମ ସଂଗ୍ରହ କରି ଛାଉଣୀ ବାହା ରେ କୌଣସି ଶୁଚି ସ୍ଥାନ ରେ ରଖିବ। ସହେି ଭସ୍ମ ଇଶ୍ରାୟେଲ ଲୋକମାନଙ୍କର ପାଣିକୁ ଶୁଚି କରିବା ନିମନ୍ତେ ରଖାୟିବ। ତାହା ଶୁଚି କରଣାର୍େଥ ଉତ୍ସର୍ଗ ଅଟେ।

ଗଣନା ପୁସ୍ତକ 19:10
ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଦିତୀୟ ଶାମୁୟେଲ 13:19
ଏଥି ରେ ଅମ୍ମାନରେ ଦାସ ତାହାକକ୍ସ୍ଟ ବାହା ରେ ଆଣି ତାହା ପେଛ ପେଛ କବାଟ ଦଇଦେବୋରକ୍ସ୍ଟ ସେ ନିଜର ମକ୍ସ୍ଟଣ୍ତ ରେ ଭସ୍ମ ଦଇେ ତାହା ଦହରେ ଦୀର୍ଘ୍ଯ ଅଙ୍ଗ ରଖାେ ଚିରି ଦଲୋ। ତା'ପରେ ସେ ମକ୍ସ୍ଟଣ୍ତ ରେ ହାତ ଦଇେ କାନ୍ଦି କାନ୍ଦି ସଠାେରକ୍ସ୍ଟ ପ୍ରସ୍ଥାନ କଲା।

ଏଷ୍ଟର ବିବରଣ 4:1
ମର୍ଦ୍ଦଖଯ ଏସବୁ ବିଷଯ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତ ରେ ଭସ୍ମ ଲପନେ କଲା। ସେ ନଗର ମଧ୍ଯକୁ ଗଲା ଓ ଉଚ୍ଚ ସ୍ବର ରେ ରୋଦନ କଲା।

ଏଷ୍ଟର ବିବରଣ 4:3
ପ୍ରେତ୍ୟକକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିଯମ ପତ୍ର ଗଲା, ସହେିସବୁ ସ୍ଥାନର ୟିହୁଦୀଯମାନଙ୍କ ମଧିଅରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନକେେ ଅଖା ଓ ଭସ୍ମ ରେ ଶଯନ କଲେ।

ଆୟୁବ ପୁସ୍ତକ 2:8
ସେଥିପାଇଁ ଆୟୁବ ଅଳିଆଗଦା ପାଖ ରେ ବସିଲା। ସେ ଖଣ୍ଡିଏ ଭଙ୍ଗା ପାତ୍ର ରେ ନିଜର କ୍ଷତି ହାଇେଥିବା ସ୍ଥାନକୁ କୁଣ୍ଡାଇବାକୁ ଲାଗିଲା।

ଆୟୁବ ପୁସ୍ତକ 13:12
ତୁମ୍ଭର ୟୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ଯହୀନ।

ଆୟୁବ ପୁସ୍ତକ 30:19
ପରମେଶ୍ବର ମାେତେ କାଦୁଅ ରେ ଫିଙ୍ଗି ଦେଲେ ଓ ମୁଁ ମଇଳା ଓ ପାଉଁଶ ଭଳି ହାଇଗଲିେ।

ଆୟୁବ ପୁସ୍ତକ 42:6
ହେ ସଦାପ୍ରଭୁ, ମୁଁ ଫେ ରଇେ ନେଉଛି ଯାହା ମୁଁ କହିଥିଲି। ହେ ସଦାପ୍ରଭୁ, ମୁଁ ବଡ଼ ଖଦେିତ ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି। ମୁଁ ମାରେମନ ପରିବର୍ତ୍ତନ କରିଛି।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்