Base Word
צָבָא
Short Definitionto mass (an army or servants)
Long Definitionto go forth, wage war, fight, serve
Derivationa primitive root
International Phonetic Alphabett͡sˤɔːˈbɔːʔ
IPA modt͡sɑːˈvɑːʔ
Syllableṣābāʾ
Dictiontsaw-BAW
Diction Modtsa-VA
Usageassemble, fight, perform, muster, wait upon, war
Part of speechv

ଯାତ୍ରା ପୁସ୍ତକ 38:8
ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।

ଯାତ୍ରା ପୁସ୍ତକ 38:8
ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।

ଗଣନା ପୁସ୍ତକ 4:23
ଯେଉଁମାନେ ତିରିଶ ବର୍ଷଠାରୁ ପଚାଶବର୍ଷ ମଧିଅରେ ଓ ସମାଗମ ତମ୍ବୁ ରେ ସବୋ କରି ପାରିବେ, ସମାନଙ୍କେୁ ଗଣନା କର।

ଗଣନା ପୁସ୍ତକ 8:24
ଏହା ହେଉଛି ଲବେୀୟମାନଙ୍କ ବ୍ଯବସ୍ଥା ପାତ୍ର। ପଚିଶ ବର୍ଷରୁ ଅଧିକ ଲବେୀୟମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ କରିବା ନିମନ୍ତେ ମନୋନୀତ ହବେେ।

ଗଣନା ପୁସ୍ତକ 31:7
ତହୁଁ ସମାନେେ ମାଶାେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିଯନୀଯମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ, ପୁଣି ସମାନେେ ପ୍ରେତ୍ୟକକ ପୁରୁଷଙ୍କୁ ବଧ କଲେ।

ଗଣନା ପୁସ୍ତକ 31:42
ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡା ଯେଉଁ ଅର୍ଦ୍ଧାଂଶ ମାଶାେ ଇଶ୍ରାୟେଲ ସନ୍ତାନଗଣକୁ ଦଇେଥିଲେ।

ପ୍ରଥମ ଶାମୁୟେଲ 2:22
ଏଲି ଅତି ବୃଦ୍ଧ ହେଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ରମାନେ ସମକ୍ସ୍ଟଦାଯ ଇଶ୍ରାୟେଲକକ୍ସ୍ଟ ଯାହା ଯାହା କଲେ ଓ ୟିଏକି ସମାଗମ ତମ୍ବୁର ପ୍ରବେଶ ନିକଟରେ ସବୋ କାରୀଣୀ ସ୍ତ୍ରୀଗଣ ସହିତ କିପରି ଶଯନ କଲେ, ଏସବୁ କଥା ତାଙ୍କ ଦ୍ବାରା ଶକ୍ସ୍ଟଣା ହେଲା।

ଦିତୀୟ ରାଜାବଳୀ 25:19
ସେ ମଧ୍ଯ ବନ୍ଦୀପରି ନିଆଗେଲ। ଏକ ନଫୁସକକୁ ସୈନ୍ଯମାନଙ୍କର ଦଖାେଶୁଣା, ରାଜାଙ୍କର ଉପଦେଶଗଣ, ସନୋର ସନୋପତିର ସଚିବ, ୟିଏ ଲୋକମାନଙ୍କୁ ଗଣିବାର ଦାଯିତ୍ବ ରେ ଥିଲେ ଏବଂ ସମାନଙ୍କେରୁ ସୈନ୍ଯମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହର ରେ ମଣିଲେ।

ଯିଶାଇୟ 29:7
ବହୁଜାତିଗଣ ଅରୀଯଲେ ବିପକ୍ଷ ରେ ୟୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳିନ ସ୍ବପ୍ନ ଓ ଦର୍ଶନ ତୁଲ୍ଯ ହବେ।

ଯିଶାଇୟ 29:7
ବହୁଜାତିଗଣ ଅରୀଯଲେ ବିପକ୍ଷ ରେ ୟୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳିନ ସ୍ବପ୍ନ ଓ ଦର୍ଶନ ତୁଲ୍ଯ ହବେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்