Base Word
פֶּתַע
Short Definitiona wink, i.e., moment (used only [with or without preposition] adverbially, quickly or unexpectedly)
Long Definitionsuddenness, in an instant
Derivationfrom an unused root meaning to open (the eyes); (compare H6597)
International Phonetic Alphabetpɛˈt̪ɑʕ
IPA modpɛˈtɑʕ
Syllablepetaʿ
Dictionpeh-TA
Diction Modpeh-TA
Usageat an instant, suddenly, × very
Part of speechn-m

ଗଣନା ପୁସ୍ତକ 6:9
ଆଉ ଯଦି ନାସରୀଯ ବ୍ରତ ପାଳନ କରୁଥିବା ବ୍ଯକ୍ତିର ନିକଟରେ ରହୁଥିବା ବ୍ଯକ୍ତି ମ ରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତବେେ ସେ େଶୗଚ ଦିନ ରେ ଆପଣା ମସ୍ତକ ଲଣ୍ତା କରିବ।

ଗଣନା ପୁସ୍ତକ 35:22
ମାତ୍ର ଯବେେ କହେି ବିନା ଶତୃତା ରେ ହଠାତ୍ କାହାକୁ ଆଘାତ କରେ, ଅବା କାହା ଉପରକୁ ଅନିଚ୍ଛା ରେ କିଛି ଫୋପାଡି ଦିଏ ଏବଂ ସେଥି ରେ ସହେି ବ୍ଯକ୍ତିକୁ ହତ୍ଯା କରେ,

ହିତୋପଦେଶ 6:15
କିନ୍ତୁ ତା'ର ବିପଦ ଶୀଘ୍ର ଉପସ୍ଥିତ ହବେ। ସେ ଆକସ୍ମିକ ଶୀଘ୍ର ବିନାଶ ହବେ। ଏବଂ ତାଙ୍କୁ କିଛି ଉପାଯ ମିଳିବ ନାହିଁ।

ହିତୋପଦେଶ 29:1
ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।

ଯିଶାଇୟ 29:5
ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହବେେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ଯ ହବେ ଓ ଏସବୁ ନିମିଷକରେ ଘଟିବ।

ଯିଶାଇୟ 30:13
ସହେି ପାପ ପତନ ହବେ, ଠିକ୍ ଯେପରି ଉଚ୍ଚ କାନ୍ଥ ରେ ଫାଟ ଦଇେ ପାଣି ପ୍ରବେଶ କରିବ ଏବଂ ଶୀଘ୍ର ପତନ ଘଟିବ।

ହବକକୂକ 2:7
ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧ ରେ ଛିଡା ହବେେ। ତା'ପ ରେ ସମାନେେ ତୁମ୍ଭଠାରୁ ଚୋରି କରିବେ। ତୁମ୍ଭେ ଅତି ଭୟଭୀତ ହାଇେ ପଡିବ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்