Base Word
פָּתִיל
Short Definitiontwine
Long Definitioncord, thread (twisted)
Derivationfrom H6617
International Phonetic Alphabetpɔːˈt̪ɪi̯l
IPA modpɑːˈtiːl
Syllablepātîl
Dictionpaw-TEEL
Diction Modpa-TEEL
Usagebound, bracelet, lace, line, ribband, thread, wire
Part of speechn-m

ଆଦି ପୁସ୍ତକ 38:18
ଯିହୁଦା ପଚାରିଲା, ତୁମ୍ଭେ ମାେତେ କ'ଣ ଦବୋ ପାଇଁ ଚାହୁଁଛ?

ଆଦି ପୁସ୍ତକ 38:25
ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତାଙ୍କ ଶ୍ବଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲେ, ଏହି ସମସ୍ତବସ୍ତ୍ର ଯାହାର ସେ ମାେତେ ଗର୍ଭବତୀ କରାଇଛି।ଏହି ମାହେର, ସୁତ୍ର ଓ ୟଷ୍ଟି କାହାର, ତାହା ଚିହ୍ନି ଦେଖ?

ଯାତ୍ରା ପୁସ୍ତକ 28:28
ବୁକୁପଟା ଯମେନ୍ତ ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ନୟିବ ଏଥିପାଇଁ ସମାନେେ ବୁକୁପଟାରକୁ ନିଜ କଡା ରେ ନୀଳସୁତ୍ର ଦ୍ବାରା ଏଫୋଦର କଡା ସହିତ ବନ୍ଦ ରଖିବେ।

ଯାତ୍ରା ପୁସ୍ତକ 28:37
ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୁତ୍ର ରେ ବନ୍ଦ କରି ପାଗର ସମ୍ମୁଖ ରେ ରଖିବ।

ଯାତ୍ରା ପୁସ୍ତକ 39:3
ସମାନେେ ନୀଳ, ବାଇଗଣୀ ଓ ଲାଲ ରଂଗର ସୂତା ରେ ଝାଲରେି ବୁଣିବା ପାଇଁ ସମାନେେ ସୁବର୍ଣ୍ଣକୁ ପିଟିଲେ ଓ କାଟି େଛାଟ ସୂତା ରେ ପରିଣତ କଲେ।

ଯାତ୍ରା ପୁସ୍ତକ 39:21
ଏହାପରେ ସମାନେେ ଏକ ନୀଳ ରିବନ ଦ୍ବାରା ବୁକୁପଟାକୁ ଏଫୋଦ ରେ ଏପରି ଯତ୍ନପୂର୍ବକ ବାନ୍ଧିଲେ ଯେ, ତାହା ଯେପରି ଗଳି ନ ପଡେ, ତେଣୁ ବିଚାରାର୍ଥକ ବୁକୁପଟା ଏଫୋଦର କମରବନ୍ଧ ଉପରେ ସୁରକ୍ଷିତ ହାଇେ ରହିଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ଏହା କରାଗଲା।

ଯାତ୍ରା ପୁସ୍ତକ 39:31
ଏହା ପଗଡି ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ର ରେ ବାନ୍ଧିଲେ। ସଦାପ୍ରଭୁଙ୍କ ମାଶାଙ୍କେ ପ୍ରତି ଆଜ୍ଞାନୁସା ରେ।

ଗଣନା ପୁସ୍ତକ 15:38
ଇଶ୍ରାୟେଲ ଲୋକମାନଙ୍କୁ କୁହ, ଏହି ଆଜ୍ଞା ଜଣାଇ ଦିଅ, ସମାନେେ ନିଜ ନିଜ ବସ୍ତ୍ରର ଅଞ୍ଚଳ ରେ ଝାଲର ପ୍ରସ୍ତୁତ ଓ ପ୍ରେତ୍ୟକକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ପୁରୁଷାନୁକ୍ରମେ ତାକୁ ଚିରକାଳ ପରିଧାନ କରିବା ଉଚିତ୍।

ଗଣନା ପୁସ୍ତକ 19:15
ଢାଙ୍କୁଣୀ ନ ଥିବା ପ୍ରେତ୍ୟକକ ମଲୋପାତ୍ର ଅଶୁଚି ହବେ।

ବିଚାରକର୍ତାମାନଙ୍କ ବିବରଣ 16:9
ସେ ସମୟରେ କେତକେ ଲୋକ ପରବର୍ତ୍ତୀ କଠାେରୀ ରେ ଲକ୍ସ୍ଟଚି ରହିଲେ। ତେଣୁ ସେ ସମାନଙ୍କେୁ କହିଲା, ଶାମ୍ଶାେନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଛନ୍ତି! କିନ୍ତୁ ଶାମ୍ଶାେନ୍ ଅନ୍ଯାଯ ରେ ଧନକ୍ସ୍ଟର ଗକ୍ସ୍ଟଣକକ୍ସ୍ଟ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡି ଛିଣ୍ତିଗଲା। ଏହିପରି ସମାନେେ ତାଙ୍କର ବଳର ଗକ୍ସ୍ଟଲ୍ଗ ରହସ୍ଯ ଜାଣି ପାରିଲେ ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்