Base Word
פָּרַץ
Short Definitionto break out (in many applications, direct and indirect, literal and figurative)
Long Definitionto break through or down or over, burst, breach
Derivationa primitive root
International Phonetic Alphabetpɔːˈrɑt͡sˤ
IPA modpɑːˈʁɑt͡s
Syllablepāraṣ
Dictionpaw-RAHTS
Diction Modpa-RAHTS
Usage× abroad, (make a) breach, break (away, down, -er, forth, in, up), burst out, come (spread) abroad, compel, disperse, grow, increase, open, press, scatter, urge
Part of speechv

ଆଦି ପୁସ୍ତକ 28:14
ତୁମ୍ଭର ବହୁତ ବଂଶ ହବେେ। ତାହା ପୃଥିବୀର ଧୂଳୀପରି ଅସଂଖ୍ଯ ହବେେ। ସମାନେେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ଯାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରପ୍ତ ହବେେ।

ଆଦି ପୁସ୍ତକ 30:30
ଯେତବେେଳେ ମୁଁ ଆସିଲି ତୁମ୍ଭର ଖୁବ କମ ସମ୍ପତ୍ତି ଥିଲା। ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି, ସଦାପ୍ରଭୁ ମାେ କାରଣରୁ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ମାରେନିଜ ପରିବାରକୁ ଯୋଗଇବା ପାଇଁ ସମୟ ଆସିଛି।

ଆଦି ପୁସ୍ତକ 30:43
ଏହିପରି ଯାକୁବ ଅତିଶଯ ଧନୀ ହେଲା। ଏବଂ ତା'ର ପଶୁ, ଦାସ ଦାସୀ, ଓଟ ଓ ଗର୍ଦ୍ଦଭ ୟଥେଷ୍ଟ ହେଲେ।

ଆଦି ପୁସ୍ତକ 38:29
ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, ତୁମ୍ଭେ ଜାରେ କରି ଭଦେ କରିଅଛ। ତେଣୁ ତା'ର ନାମ ପରେସ୍।

ଯାତ୍ରା ପୁସ୍ତକ 1:12
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସମାନଙ୍କେୁ ଯେତେ ଅଧିକ ପରଶ୍ରମ କରାଇଲେ, ସମାନଙ୍କେର ସଂଖ୍ଯା ସହେିପରି ଅଧିକ ବ୍ଯାପିଲା। ଏହା ମିଶରୀଯ ଲୋକମାନଙ୍କର ଭୟର କାରଣ ହେଲା।

ଯାତ୍ରା ପୁସ୍ତକ 19:22
ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହାଇେଥାନ୍ତି, ସମାନେେ ହିଁ ନିଜ ନିଜକୁ ପବିତ୍ର କରାନ୍ତୁ। ନ ହେଲ ସମାନେେ ଦଣ୍ଡ ଭୋଗ କରିବେ।

ଯାତ୍ରା ପୁସ୍ତକ 19:24
ସଦାପ୍ରଭୁ ମାଶାଙ୍କେୁ କହିଲେ, ଓହ୍ଲାଇ ୟାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନକରନ୍ତି, ନ ହେଲ ମୁଁ ସମାନଙ୍କେୁ ଦଣ୍ଡ ଦବେି।

ପ୍ରଥମ ଶାମୁୟେଲ 3:1
ବାଳକ ଶାମକ୍ସ୍ଟଯଲେ ଏଲିଙ୍କ ଅଧିନ ରେ ସଦାପ୍ରଭୁଙ୍କର ସବୋ କଲେ। ସହେି ସମୟରେ ସଦାପ୍ରଭୁଙ୍କ ବାକ୍ଯ ଓ ଦର୍ଶନ ଦକ୍ସ୍ଟର୍ଲଭ ଥିଲା।

ପ୍ରଥମ ଶାମୁୟେଲ 25:10
ନାବଲ ଦାଉଦର ଲୋକମାନଙ୍କୁ ଉତ୍ତର ଦଇେ କହିଲେ, ଦାଉଦ କିଏ? ୟିଶୀର ପକ୍ସ୍ଟତ୍ର କିଏ? ଆଜିକାଲି ଅନକେ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମକ୍ସ୍ଟନିବଠାରକ୍ସ୍ଟ ପଳାଇୟାଇ ବକ୍ସ୍ଟଲକ୍ସ୍ଟଛନ୍ତି।

ପ୍ରଥମ ଶାମୁୟେଲ 28:23
କିନ୍ତୁ ସେ କହିଲେ, ଶାଉଲ ମନା କଲେ, ମୁ କିଛି ଖାଇବି ନାହିଁ। ଶାଉଲର ଦାସୀମାନେ ଓ ସହେି ସ୍ତ୍ରୀ ଲୋକଟି ସହ ମିଶି ତାଙ୍କୁ କିଛି ଖାଇବା ପାଇଁ ପ୍ରସ୍ତକ୍ସ୍ଟତ କଲେ। ଶଷେ ରେ ଶାଉଲ ସମାନଙ୍କେର କଥା ରକ୍ଷା କଲେ ଓ ଭୂମିରକ୍ସ୍ଟ ଉଠିଲେ ଓ ବସିଲେ।

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்