Base Word
אֹפֶל
Short Definitiondusk
Long Definitiondarkness, gloom
Derivationfrom the same as H0651
International Phonetic Alphabetʔoˈpɛl
IPA modʔo̞wˈfɛl
Syllableʾōpel
Dictionoh-PEL
Diction Modoh-FEL
Usagedarkness, obscurity, privily
Part of speechn-m

ଆୟୁବ ପୁସ୍ତକ 3:6
ସହେି ରାତ୍ରିଟିକୁ ଘନ ଅନ୍ଧକାର ଘାଡ଼ୋଇଦେଉ, ସହେି ରାତ୍ରିଟି କ୍ଯାଲେଣ୍ଡରରୁ ଲିଭିଯାଉ। ସହେି ରାତ୍ରିଟିକୁ କୌଣସି ମାସ ରେ ସ୍ଥାନ ଦିଆ ନ ଯାଉ।

ଆୟୁବ ପୁସ୍ତକ 10:22
ମାରେ ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସହେି ଦେଶକୁ ୟିବା ପୂର୍ବରୁ ଯାହାକୁ କହେି କବେେ ଦେଖି ନାହିଁ, ସହେି ଅନ୍ଧକାର ଅବ୍ଯବସ୍ଥା ରାଜ୍ଯ ରେ ଆଲୋକ ମଧ୍ଯ ଘନ ଅନ୍ଧକାର ସମାନ ଅଟେ।

ଆୟୁବ ପୁସ୍ତକ 10:22
ମାରେ ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସହେି ଦେଶକୁ ୟିବା ପୂର୍ବରୁ ଯାହାକୁ କହେି କବେେ ଦେଖି ନାହିଁ, ସହେି ଅନ୍ଧକାର ଅବ୍ଯବସ୍ଥା ରାଜ୍ଯ ରେ ଆଲୋକ ମଧ୍ଯ ଘନ ଅନ୍ଧକାର ସମାନ ଅଟେ।

ଆୟୁବ ପୁସ୍ତକ 23:17
ମାେ ଉପରେ ଘଟିୟାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମାେ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି। କିନ୍ତୁ ସହେି କଳା ଅନ୍ଧକାର ମାେତେ ଚୁପ୍ କରି ରଖିପାରବ ନାହିଁ।

ଆୟୁବ ପୁସ୍ତକ 28:3
ଶ୍ରମିକମାନେ ହାତ ରେ ଆଲୁଅ ଧରି ଖଣି ଭିତରକୁ ୟାଆନ୍ତି। ସେ ଗୁମ୍ଫା ଭିତ ରେ ସମାନେେ ପଥର ସବୁ ଅନ୍ଧକାର ରେ ସନ୍ଧାନ କରନ୍ତି।

ଆୟୁବ ପୁସ୍ତକ 30:26
କିନ୍ତୁ ମୁଁ ଯେତବେେଳେ ଭଲ ଜିନିଷ ଚା ହେଁ, ତା' ବଦଳ ରେ ଖରାପ ଜିନିଷ ପାଏ। ମୁଁ ଯେତବେେଳେ ଆଲୋକର ସନ୍ଧାନ କରେ ସେତବେେଳେ ଅନ୍ଧକାର ମାଡ଼ି ଆ ସେ।

ଗୀତସଂହିତା 11:2
ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। ସମାନେେ ଅନ୍ଧାରରେ ଲୁଚି ରହନ୍ତି। ସମାନେେ ଧନୁରେ ଗୁଣ ଚଢ଼ାନ୍ତି। ସମାନେେ ତୀର ଦ୍ବାରା ଲକ୍ଷ୍ଯ ସ୍ଥିର କରନ୍ତି ଏବଂ ସମାନେେ ସିଧା ସାଧୁ ଓ ଉତ୍ତମ ବ୍ଯକ୍ତିର ହୃଦଯକୁ ଶରବିଦ୍ଧ କରନ୍ତି।

ଗୀତସଂହିତା 91:6
ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ଯାହ୍ନରେ ସହାରକାରୀ ରୋଗ ବିଷଯରେ ଭୀତ ହବେ ନାହିଁ।

ଯିଶାଇୟ 29:18
ପୁଣି ସହେି ଦିନ ରେ ବଧିର ପୁସ୍ତକର ବାକ୍ଯ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧିଅରେ ଅନ୍ଧ ଦେଖିବ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்