Base Word
פֶּסֶל
Short Definitionan idol
Long Definitionidol, image
Derivationfrom H6458
International Phonetic Alphabetpɛˈsɛl
IPA modpɛˈsɛl
Syllablepesel
Dictionpeh-SEL
Diction Modpeh-SEL
Usagecarved (graven) image
Part of speechn-m

ଯାତ୍ରା ପୁସ୍ତକ 20:4
ତୁମ୍ଭମାନେେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ବର୍ଗ ରେ କିମ୍ବା ପୃଥିବୀ ରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳ ରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।

ଲେବୀୟ ପୁସ୍ତକ 26:1
ତୁମ୍ଭମାନେେ ନିଜ ପାଇଁ ଦବମେୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖାଦେିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖାଦେିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଦିତୀୟ ବିବରଣ 4:16
ତେଣୁ ସାବଧାନ ହକ୍ସ୍ଟଅ, ନଚେତ୍ ତୁମ୍ଭମାନେେ ଧ୍ବଂସ ହବେ। ଯଦି ତୁମ୍ଭମାନେେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜିବୀତ ପୁରୁଷ ବା ସ୍ତ୍ରୀ ପରି ହାଇେଥିବ।

ଦିତୀୟ ବିବରଣ 4:23
ତୁମ୍ଭମାନେେ ଆପଣା ବିଷଯ ରେ ସାବଧାନ ହକ୍ସ୍ଟଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିଯମ ତୁମ୍ଭମାନେେ ପାଶୋରି ୟିବ ନାହିଁ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଷିଦ୍ଧ କୌଣସି ବସ୍ତକ୍ସ୍ଟର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ।

ଦିତୀୟ ବିବରଣ 4:25
ତୁମ୍ଭମାନେେ ସେ ଦେଶ ରେ ବହକ୍ସ୍ଟତ ଦିନ ବସବାସ କରିବ। ସଠାେରେ ତୁମ୍ଭମାନଙ୍କର ପକ୍ସ୍ଟତ୍ର ଓ ନାତିମାନେ ମଧ୍ଯ ବାସ କରିବେ। ତୁମ୍ଭମାନେେ ସଠାେରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକକ୍ସ୍ଟ କ୍ଷକ୍ସ୍ଟର୍ଣ କରିବ। ଯେତବେେଳେ ତୁମ୍ଭମାନେେ ଏପରି କରିବ, ପରମେଶ୍ବର ତୁମ୍ଭମାନଙ୍କ ଉପରେ କୋରଧ କରିବେ।

ଦିତୀୟ ବିବରଣ 5:8
ତୁମ୍ଭମାନେେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭମାନେେ ସ୍ବର୍ଗ ରେ, ମର୍ତ୍ତ ରେ ଓ ପାଣି ଭିତ ରେ ଦେଖକ୍ସ୍ଟଛ। ତୁମ୍ଭମାନେେ ସଗେକ୍ସ୍ଟଡିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ।

ଦିତୀୟ ବିବରଣ 27:15
' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'

ବିଚାରକର୍ତାମାନଙ୍କ ବିବରଣ 17:3
ମୀଖା ସହେି 1,100 ଖଣ୍ତ ରୂପା ତାଙ୍କର ମା'ଙ୍କକ୍ସ୍ଟ ଫରୋଇ ଦେଲେ। ଏହାପରେ ତାଙ୍କର ମା ତାଙ୍କୁ କହିଲେ, ମୁ ସହେି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶଷେ ଉପହାର ଅର୍ପଣ କରିଛି। ମୁ ଏହା ମାରେପକ୍ସ୍ଟତ୍ରକକ୍ସ୍ଟ ଦବେି, ଯାହାଫଳ ରେ ସେ ଏକ ମୂର୍ତ୍ତି କରି ତାକକ୍ସ୍ଟ ରୂପା ଆଚ୍ଛାଦନ କରିପାରିବ। ଏଣୁ ଏବେ ମୁ ତାହା ତୁମ୍ଭକୁ ଫରୋଇ ଦବେି।

ବିଚାରକର୍ତାମାନଙ୍କ ବିବରଣ 17:4
କିନ୍ତୁ ମୀଖା ସହେି ରୂପାଖଣ୍ତକକ୍ସ୍ଟ ତା'ର ମାକକ୍ସ୍ଟ ଫରୋଇ ଦଲୋ। ତା'ର ମା ଦକ୍ସ୍ଟଇଶହ ଖଣ୍ତ ରୂପା ସକ୍ସ୍ଟନାରିକକ୍ସ୍ଟ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହ ରେ ରହିଲା।

ବିଚାରକର୍ତାମାନଙ୍କ ବିବରଣ 18:14
ତେଣୁ ସହେି ପାଞ୍ଚଜଣ ଯେଉଁମାନେ ଲଯିଶ ଦେଶ ଅନକ୍ସ୍ଟସନ୍ଧାନ କରିବାକୁ ୟାଇଥିଲେ, ସମାନେେ ସମାନଙ୍କେର ସଐର୍କୀଯମାନଙ୍କୁ କହିଲେ, ସଠାେରେ ଏକ ଏଫୋଦ୍ ଅଛି। ସଠାେରେ ଗୃହ ଦବେତାଗଣ ଅଛନ୍ତି ଓ ଏକ ଖାଦେିତ ପ୍ରତିମା ଅଛି। ଏହା ତୁମ୍ଭମାନେେ କ'ଣ ଜାଣ? ତେଣୁ ବର୍ତ୍ତମାନ କ'ଣ କରିବାକୁ ହବେ ବିବଚେନା କର।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்