Base Word
פְּנִימָה
Short Definitionfaceward, i.e., indoors
Long Definitiontoward the inside, within, faceward
Derivationfrom H6440 with directive enclitic
International Phonetic Alphabetpɛ̆.n̪ɪi̯ˈmɔː
IPA modpɛ̆.niːˈmɑː
Syllablepĕnîmâ
Dictionpeh-nee-MAW
Diction Modpeh-nee-MA
Usage(with-)in(-ner part, -ward)
Part of speechadv

ଲେବୀୟ ପୁସ୍ତକ 10:18
ଦେଖ ପବିତ୍ରସ୍ଥାନ ଭିତରକୁ ଉତ୍ସର୍ଗ ପଶୁର ରକ୍ତ ଅଣାଗଲା ନାହିଁ। ତେଣୁ ତୁମ୍ଭମାନେେ ତାହା ମାେ ଆଦଶାେନୁସା ରେ ପବିତ୍ର ସ୍ଥାନ ରେ ଭୋଜନ କରିବା ଉଚିତ୍।

ପ୍ରଥମ ରାଜାବଳୀ 6:18
ସହେି ଗୃହର କାନ୍ଥଗୁଡିକ ଏରସ କାଠର କଳିକା ରେ ଆଚ୍ଛାଦିତ ହେଲା ଓ ପଥର ଦଖାଗେଲାନାହିଁ। ସହେି କାନ୍ଥଗୁଡିକୁ ଆଚ୍ଛାଦନ କରିଥିବା ପଟାଗୁଡିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା।

ପ୍ରଥମ ରାଜାବଳୀ 6:19
ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗ ରେ ଏକ କୋଠରୀ ପ୍ରସ୍ତୁତ କଲେ।

ପ୍ରଥମ ରାଜାବଳୀ 6:21
ଶ ଲୋମନ ଶୁଦ୍ଧ ସୁବର୍ଣ୍ଣ ରେ ଏହି କଠାେରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖ ରେ ଏକ ଧୂପବଦେି ନିର୍ମାଣ କଲେ। ଏହି ବଦେିଟି ଏହି କଠାେରୀ ସମ୍ମୁଖ ରେ ନିର୍ମିତ କଲେ। ଏହି ବଦେିଟି ଏହି କୋଠରୀ ସମ୍ମୁଖ ରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣ ରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡାଇଲେ। କିରୁବ ଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସହେି ଗର୍ଭାଗାର ରେ ରହିଲା ଓ ସଗେୁଡିକ ମଧ୍ଯ ସୁବର୍ଣ୍ଣ ମଣ୍ତିତ ହେଲା।

ପ୍ରଥମ ରାଜାବଳୀ 6:29
ମୂଖ୍ଯ କଠାେରୀର ଓ ଭିତର କଠାେରୀର କାନ୍ଥଗୁଡିକ ଗ୍ଭରିପାଖ ରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖାଦେିତ ହାଇେଥିଲା।

ପ୍ରଥମ ରାଜାବଳୀ 6:30
ଉଭୟ କୋଠରୀର ଚଟାଣ ମଧ୍ଯ ସୁବର୍ଣ୍ଣ ରେ ଆବୃତ ହାଇେଥିଲା।

ଦିତୀୟ ରାଜାବଳୀ 7:11
ତା'ପରେ ଦ୍ବାରୀମାନେ ଚିତ୍କାର କରି ଏସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ।

ଦିତୀୟ ବଂଶାବଳୀ 3:4
ମନ୍ଦିରର ସାମ୍ନା ଭାଗ ଅଗଣା କୋଡ଼ିଏ ହାତ ମନ୍ଦିର ସହିତ ସମାନ ପ୍ରସ୍ଥ ଥିଲା ଓ 120 ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହି ଅଗଣାର ସାମ୍ନା ଭାଗର ଭିତର ଅଂଶକୁ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ରେ ଢାଙ୍କି ଥିଲେ।

ଦିତୀୟ ବଂଶାବଳୀ 29:16
ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧିଅରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରି ଦେଲେ। ସମାନେେ ସହେି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହାପରେ ଲବେୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନଇଗେଲେ।

ଦିତୀୟ ବଂଶାବଳୀ 29:18
ଏହାପରେ ସମାନେେ ରାଜା ହିଜକିଯଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରାଜା ହିଜକିଯ, ଆମ୍ଭମାନେେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ବଳାଇବାର ୟଜ୍ଞବଦେୀ ଓ ମନ୍ଦିରସ୍ଥ ସମସ୍ତ ବିଷଯକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀଯ ରୋଟୀ ରଖାୟିବାର ମଳେ ଓ ମଳେ ରେ ବ୍ଯବହୃତ ସାମଗ୍ରୀକୁ ଆମ୍ଭମାନେେ ପରିଷ୍କାର କରିଅଛୁ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்