Base Word
פֶּלֶךְ
Short Definitiona circuit (i.e., district); also a spindle (as whirled); hence, a crutch
Long Definitionwhirl of spindle, stick, district
Derivationfrom an unused root meaning to be round
International Phonetic Alphabetpɛˈlɛk
IPA modpɛˈlɛχ
Syllablepelek
Dictionpeh-LEK
Diction Modpeh-LEK
Usage(di-)staff, participle
Part of speechn-m

ଦିତୀୟ ଶାମୁୟେଲ 3:29
ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାଯୀ ଏବଂ ମୁ ଭାବକ୍ସ୍ଟଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କକ୍ସ୍ଟଷ୍ଠରୋଗ ରେ ଆକ୍ରାନ୍ତ ହବେ, ଅଭାବରେ ରହିବେ ଓ ୟକ୍ସ୍ଟଦ୍ଧ ରେ ହତ ହବେ।

ନିହିମିୟା 3:9
ସମାନଙ୍କେ ନିକଟରେ ୟିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହୂରର ପୁତ୍ର ରଫାଯ ଭଗ୍ନ ପ୍ରାଚୀର ଗଠନ କଲେ।

ନିହିମିୟା 3:12
ତାହା ନିକଟରେ ୟିରୁଶାଲମର ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହଲୋ ହେଶର ପୁତ୍ର, ଶଲ୍ଲୁମ ଓ ତାହାର କନ୍ଯାମାନେ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।

ନିହିମିୟା 3:14
ବୈଥ୍ ହକ୍କରେମ୍ ପ୍ରଦେଶର ଅଧ୍ଯକ୍ଷ ରେଖବର ପୁତ୍ର ମଲକିଯ ଖତଦ୍ବାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡୁକା ଓ ଅର୍ଗଳ ଲଗାଇଲା।

ନିହିମିୟା 3:15
ମିସ୍ପା ପ୍ରଦେଶର ଶାସକ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ବାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କବ୍ଜା, ଢାଲ, ଅର୍ଗଳ ସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ୟିବା ପାବଛ ପର୍ୟ୍ଯନ୍ତ ସେ ରାଜାଙ୍କର ରାଜୋଦ୍ଯାନ ଓ ଶଲୋ ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।

ନିହିମିୟା 3:16
ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ଅସ୍ବୂକର ପୁତ୍ର ନିହିମିଯା ଦାଉଦଙ୍କର କବର ସମ୍ମୁଖ ପର୍ୟ୍ଯନ୍ତ ଓ ମନୁଷ୍ଯକୃତ ପୁଷ୍କରିଣୀ ପର୍ୟ୍ଯନ୍ତ ଓ ବୀରମାନଙ୍କ ଗୃହ ପର୍ୟ୍ଯନ୍ତ ମରାମତି କଲେ।

ନିହିମିୟା 3:17
ତାର ନିକଟକୁ ଲବେୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତାପରେ ଅର୍ଦ୍ଧ କିଯୀଲା ପ୍ରଦେଶର ଅଧ୍ଯକ୍ଷ ହଶବିଯ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।

ନିହିମିୟା 3:17
ତାର ନିକଟକୁ ଲବେୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତାପରେ ଅର୍ଦ୍ଧ କିଯୀଲା ପ୍ରଦେଶର ଅଧ୍ଯକ୍ଷ ହଶବିଯ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।

ନିହିମିୟା 3:18
ସମାନଙ୍କେ ଭାତୃଗଣ କିଯୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ହୋନାନଦର ପୁତ୍ର ବବଯ ତାହା ନିକଟରେ ଭଗ୍ନ ଅଂଶ ମରାମତି କଲେ।

ହିତୋପଦେଶ 31:19
ସେ ନୋଟିକି ହାତ ବଢ଼ାଏ, ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்