Base Word
פְּלַטְיָה
Short DefinitionPelatjah, the name of four Israelites
Long Definitionson of Hananiah and grandson of Zerubbabel
Derivationor פְּלַטְיָהוּ; from H6403 and H3050; Jah has delivered
International Phonetic Alphabetpɛ̆.lɑt̪’ˈjɔː
IPA modpɛ̆.lɑtˈjɑː
Syllablepĕlaṭyâ
Dictionpeh-laht-YAW
Diction Modpeh-laht-YA
UsagePelatiah
Part of speechn-pr-m

ପ୍ରଥମ ବଂଶାବଳୀ 3:21
ହନାନିଯଙ୍କର ପୁତ୍ରମାନେ ଥିଲେ ପ୍ଲଟିଯ ଓ ତାଙ୍କର ପୁତ୍ର ଥିଲେ ୟିଶାଯାହ। ତାଙ୍କର ପୁତ୍ର ଥିଲେ : ରଫାଯର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନର ଓ ତାଙ୍କର ପୁତ୍ର ଥିଲେ ଓବଦିଯର ଓ ତାଙ୍କର ପୁତ୍ର ଥିଲେ ଶଖନିଯର।

ପ୍ରଥମ ବଂଶାବଳୀ 4:42
ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସଯେୀରର ପାର୍ବତ୍ଯମଯ ଦେଶକୁ ଗମନ କଲେ। ୟିଶଯିଙ୍କର ପୁତ୍ରମାନେ ସହେି ଲୋକମାନଙ୍କୁ ପଥ କଢ଼ାଇ ନଇଗେଲେ। ସହେି ପୁତ୍ରମାନେ ଥିଲେ : ପ୍ଲଟିଯ, ନିଯଶଯ, ରଫାଯ ଓ ଉଷୀଯଲେ। ଶିମଯୋନୀଯ ଲୋକମାନେ ସହେି ସ୍ଥାନ ରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।

ନିହିମିୟା 10:22
ପଲାଟିଯ, ହାନନ୍ ଓ ଅନାଯ,

ଯିହିଜିକଲ 11:1
ଅନନ୍ତର ଏକ ପବନ ମାେତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ବାର ନିକଟକୁ ମାେତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସହେି ପ୍ରବେଶ ଦ୍ବାର ନିକଟରେ ପଚିଶ ଜଣ ବ୍ଯକ୍ତି ଉପସ୍ଥିତ ଥିଲେ। ଆଉ ସମାନଙ୍କେ ମଧିଅରେ ମୁଁ ଅସସୁରର ପୁତ୍ର ୟାସନିଯଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାଯର ପୁତ୍ର ପୁଟିଯକୁ ଦେଖିଲି।

ଯିହିଜିକଲ 11:13
ଏବଂ ମୁଁ ଏହି ଭବିଷ୍ଯଦବାକ୍ଯ ପ୍ରଚାର କଲା ବେଳେ ବନାଯର ପୁତ୍ର ପ୍ଲଟିଯ ମଲା। ତହିଁରେ ମୁଁ ଭୂମିରେ ମୁହଁ ମାଡ଼ି କ୍ରନ୍ଦନ କରି କହିଲି, ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ କ'ଣ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶଷେ କରିବ ?

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்