Base Word
פֶּלֶג
Short DefinitionPeleg, a son of Shem
Long Definitionson of Eber and brother of Joktan
Derivationthe same as H6388; earthquake
International Phonetic Alphabetpɛˈlɛɡ
IPA modpɛˈlɛɡ
Syllablepeleg
Dictionpeh-LEɡ
Diction Modpeh-LEɡ
UsagePeleg
Part of speechn-pr-m

ଆଦି ପୁସ୍ତକ 10:25
ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପଲେଗ୍ କାରଣ ସହେି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ୟକ୍ତନ୍।

ଆଦି ପୁସ୍ତକ 11:16
ଏବରକୁ 34 ବର୍ଷପରେ ତାଙ୍କର ଏକ ପୁତ୍ର ଜନ୍ମିଲା ଯାହାର ନାମ ପଲଗେ।

ଆଦି ପୁସ୍ତକ 11:17
ପଲଗରେ ଜନ୍ମପରେ, ଏବର 430 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ସନ୍ତାନ ସନ୍ତତିମାନେ ଜନ୍ମ ନେଲେ।

ଆଦି ପୁସ୍ତକ 11:18
ପଲଗକେୁ ତିରିଶ ବର୍ଷ ବଯସ ରେ ରିଯୁ ନାମକ ଏକ ପୁତ୍ରକୁ ଜନ୍ମ ଦେଲେ।

ଆଦି ପୁସ୍ତକ 11:19
ରିଯର ଜନ୍ମପରେ ପଲଗେ 209 ବର୍ଷ ପଞ୍ଚିଲେ। ସହେି ସମୟରେ ତାଙ୍କର ଅନ୍ୟ ପୁତ୍ର ଓ କନ୍ଯାମାନ ଜନ୍ମ ନେଲେ।

ପ୍ରଥମ ବଂଶାବଳୀ 1:19
ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।

ପ୍ରଥମ ବଂଶାବଳୀ 1:25
ଏବର, ପଲେଗ୍, ରିଯ ;

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்