Base Word
פֶּלֶג
Short Definitiona rill (i.e., small channel of water, as in irrigation)
Long Definitionchannel, canal
Derivationfrom H6385
International Phonetic Alphabetpɛˈlɛɡ
IPA modpɛˈlɛɡ
Syllablepeleg
Dictionpeh-LEɡ
Diction Modpeh-LEɡ
Usageriver, stream
Part of speechn-m

ଆୟୁବ ପୁସ୍ତକ 29:6
ଜୀବନ ଅତି ସୁଖକର ଥିଲା। ମୁଁ ମାରେ ପାଦକୁ ଦୁଗ୍ଧ ଲହୁଣୀ ରେ ଧୌତ କରୁଥିଲି। ମାେ ନିକଟରେ ଅନକେ ତୈଳ ନଦୀ ପ୍ରବାହିତ ହେଉଥିଲା।

ଗୀତସଂହିତା 1:3
ତଣେୁ ସହେି ବ୍ଯକ୍ତି ଅଧିକ ବଳଶାଳୀ ହୁଏ, ପ୍ରଚୁର ପାଣି ପାଉଥିବା ତୁଷର ସ୍ଥିତି ପରି। ସହେି ବ୍ଯକ୍ତି ଠିକ୍ ସମଯରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ। ସହେି ବ୍ଯକ୍ତି ସହେି ବୃକ୍ଷ ପରି ଶକ୍ତିଶାଳୀ, ୟାହାର ପତ୍ର କବେେ ହେଲେ ଶୁଖିୟାଏ ନାହିଁ। ସେ ୟାହା କରେ, ତହିଁରେ କୃତକାର୍ୟ୍ଯ ହୁଏ।

ଗୀତସଂହିତା 46:4
ଏପରି ଏକ ନଦୀ ଅଛି ୟାହାର ପବିତ୍ର ଜଳଧାରା ସର୍ବୋପରିସ୍ଥ ପରମେଶ୍ବରଙ୍କ ନଗରୀକୁ ଆନନ୍ଦିତ କରୁଛି।

ଗୀତସଂହିତା 65:9
ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।

ଗୀତସଂହିତା 119:136
ମାେ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ଯବସ୍ଥାମାନ ପାଳନ କରୁ ନାହାଁନ୍ତି।

ହିତୋପଦେଶ 5:16
ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିୟିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ।

ହିତୋପଦେଶ 21:1
କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।

ଯିଶାଇୟ 30:25
ଯେଉଁମାନେ ଗଣହତ୍ଯା ହବେ ଓ ଦୁର୍ଗସବୁ ପତିତ ହବେ। ସହେିଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କ ରେ ଝରଣା ଓ ଜଳଷୋର୍ତ ପ୍ରବାହିତ ହବେ।

ଯିଶାଇୟ 32:2
ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।

ଯିରିମିୟଙ୍କ ବିଳାପ 3:48
ମାରେ ଲୋକମାନଙ୍କର ବିନାଶ ଦେଖି ମାରେ ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்