Base Word
אֵסַר־חַדּוֹן
Short DefinitionEsar-chaddon, an Assyrian king
Long Definitionking of Assyria in the 7th century BC
Derivationof foreign derivation
International Phonetic Alphabetʔeˈsɑr ħɑd̪̚ˈd̪on̪
IPA modʔeˈsɑʁ χɑˈdo̞wn
Syllableʾēsar ḥaddôn
Dictionay-SAHR hahd-DONE
Diction Moday-SAHR ha-DONE
UsageEsar-haddon
Part of speechn-pr-m

ଦିତୀୟ ରାଜାବଳୀ 19:37
ଏକଦା ସନ୍ ହରେୀବ୍ ଆପଣା ନିଷ୍ରୋକ ନାମକ ଦବେତାକୁ ମନ୍ଦିର ରେ ପୂଜା କରିବା ବେଳେ ତା'ର ପୁତ୍ର ଅଦ୍ ରେମ୍ମଲକେ ଓ ଶ ରେତ୍ସର ତାହାକୁ ଖଡ୍ଗ ରେ ବଧ କଲେ। ତା'ପରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ଆଉ ତା'ର ପୁତ୍ର ଏସରହଦ୍ଦୋନ ତାହାର ପଦ ରେ ରାଜା ହେଲା।

ଏଜ୍ରା 4:2
ଆମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ପ୍ରାର୍ଥନା କରୁ। ଏବଂ ସହେି ସମୟରୁ ଅଶୂରୀଯ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭମାନେେ ତାଙ୍କୁ ବଳିଦାନ କରୁଅଛୁ।

ଯିଶାଇୟ 37:38
ଦିନେ ସନ୍ ହରେୀବ ନିଷ୍ରୋଳ ନାମକ ଦବେତାର ଗୃହ ରେ ପୂଜା କଲା ବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମଲକେ ଓ ଶ ରେତ୍ସର ତାକୁ ଖଡ୍ଗ ରେ ବଧ କଲେ। ତା'ପ ରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ବ କଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்