Base Word
פַּדָּן
Short DefinitionPaddan or Paddan-Aram, a region of Syria
Long Definitiona plain or tableland in northern Mesopotamia in Aram, a region of Syria
Derivationfrom an unused root meaning to extend; a plateau; or פַּדַּן אֲרָם; from the same and H0758; the table-land of Aram
International Phonetic Alphabetpɑd̪̚ˈd̪ɔːn̪
IPA modpɑˈdɑːn
Syllablepaddān
Dictionpahd-DAWN
Diction Modpa-DAHN
UsagePadan, Padan-aram
Part of speechn-pr-loc

ଆଦି ପୁସ୍ତକ 25:20
ଯେତବେେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେ ଚାଳିଶ ବର୍ଷ ଥିଲେ। ୟିଏକି ବଥୁଯଲରେ କନ୍ଯା, ଅରାମୀଯ ପଦ୍ଦନ-ଅରାମୀଯ ଏବଂ ଅରାମୀଯ ଲାବନର ଭୁଗିନୀ।

ଆଦି ପୁସ୍ତକ 28:2
ତେଣୁ ତୁମ୍ଭେ ଏସ୍ଥାନ ଛାଡ଼ି ପଦ୍ଦନ ଅରାମକୁ ୟାଅ। ନିଜ ମାତାର ପରବାରକୁ ୟାଇ ବଥୂଯଲରେ ଗୁହକୁ ଯଇେ ସଠାେରେ ନିଜର ମାମୁଁ ଲାବନର କୌଣସି କନ୍ଯାକୁ ବିବାହ କର।

ଆଦି ପୁସ୍ତକ 28:5
ଏହାପରେ ଇସ୍ହାକ ଯାକୁବକୁ ବିଦାଯ କରନ୍ତେ ସେ ପଦ୍ଦନ ଅରାମ ରେ ଲାବନକୁ ବଥୁଯଲରେ ପୁତ୍ର ଅରାମୀଯ ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ୟାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।

ଆଦି ପୁସ୍ତକ 28:6
ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ

ଆଦି ପୁସ୍ତକ 28:7
ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତା ମାତାଙ୍କର କଥା ମାନି ପଦ୍ଦନ ଅରାମକୁ ପଳାଇଛି।

ଆଦି ପୁସ୍ତକ 31:18
ତେଣୁ ସମାନେେ ଯାହା ପା୍ରପ୍ତ ହାଇେଥିଲେ ପଦ୍ଦନ ଅରାମ ରେ ସମସ୍ତ ଜୀବନ୍ତ ବସ୍ତ୍ର ଓ ସମ୍ପତ୍ତି ନେଲେ ଏବଂ ଚାଲିଗଲେ। ସମାନେେ ପ୍ରସ୍ଥାନ କଲେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କୀଣାନୀଯକୁ।

ଆଦି ପୁସ୍ତକ 33:18
ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।

ଆଦି ପୁସ୍ତକ 35:9
ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।

ଆଦି ପୁସ୍ତକ 35:26
ଗାଦ୍ ଓ ଆଶରେ ଲୟୋର ଦାସୀ ସିଳ୍ପାର ପୁତ୍ରଗଣ।

ଆଦି ପୁସ୍ତକ 46:15
ରୂବନ୍େ, ସିମିଯୋନ, ଲବେୀ, ଯିହୁଦା, ଇଶାଖର ଏବଂ ସବେୂଲୂନ୍ ଯାକୁବ ଓ ଲୟୋର ସନ୍ତାନ ଥିଲେ। ଲୟୋ ସମାନଙ୍କେୁ ପଦ୍ଦନ ଅରାମ ରେ ଜନ୍ମ କରିଥିଲେ। ତାଙ୍କର ମଧ୍ଯ ଏକ କନ୍ଯାଥିଲା। ତା'ର ନାମ ଥିଲା ଦୀଣା। ଏହିପରି ତାଙ୍କର ପରିବାର ତତେିଶ ଜଣ ଥିଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்