Base Word | |
עֲשָׂיָה | |
Short Definition | Asajah, the name of three or four Israelites |
Long Definition | a prince of the tribe of Simeon in the time of king Hezekiah of Judah |
Derivation | from H6213 and H3050; Jah has made |
International Phonetic Alphabet | ʕə̆.ɬɔːˈjɔː |
IPA mod | ʕə̆.sɑːˈjɑː |
Syllable | ʿăśāyâ |
Diction | uh-saw-YAW |
Diction Mod | uh-sa-YA |
Usage | Asaiah |
Part of speech | n-pr-m |
ଦିତୀୟ ରାଜାବଳୀ 22:12
ତା'ପରେ ରାଜା ହିଲକିଯ ଯାଜକକୁ, ଶାଫନ୍ର ପୁତ୍ର ଅହୀକାମକୁ, ମିଖାଯର ପୁତ୍ର ଅକ୍ବୋରକୁ, ଶାଫନ୍ ସମ୍ପାଦକ ଓ ଅସାଯ ନାମକ ରାଜ ଭୃତ୍ଯକୁ ଏହି ଆଜ୍ଞା ଦଇେ କହିଲେ।
ଦିତୀୟ ରାଜାବଳୀ 22:14
ଏଣୁ ହିଲକିଯ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାଯ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ୟ୍ଯା ହୁଲଦା ଭବିଷ୍ଯଦ୍ବକ୍ତା ନିକଟକୁ ଗଲେ। ୟିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ୟିରୁଶାଲମର ଦ୍ବିତୀୟ କୋଠରୀ ରେ ବାସ କରୁଥିଲା। ସମାନେେ ତା' ସହିତ କଥାବାର୍ତ୍ତା ହେଲେ।
ପ୍ରଥମ ବଂଶାବଳୀ 4:36
ଯୋଶିୟବିଯଙ୍କ ପୁତ୍ର ଯହେୂ, ସରାଯଙ୍କ ପୁତ୍ର ଅଦୀଯେଲ୍, ଇଲିଯୋ-ଐନଯ, ୟାକୋବା, ୟିଶୋହାୟ,
ପ୍ରଥମ ବଂଶାବଳୀ 6:30
ଶିମିଯି ଲିବନିଙ୍କ ପୁତ୍ର ଥିଲେ। ଉଷଃ ଶିମିଯିଙ୍କ ପୁତ୍ର ଥିଲେ। ଶିମିଯି ଉଷଃଙ୍କ ପୁତ୍ର ଥିଲେ। ହଗିଯ ଶିମିଯିଙ୍କ ପୁତ୍ର ଥିଲେ। ଅସାଯ ହଗିଯଙ୍କ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 9:5
ୟିରୁଶାଲମ ରେ ବାସ କରୁଥିବା ଶୀଲୋନୀଯ ଲୋକମାନେ ଥିଲେ, ଅସାଯ ଜେଷ୍ଠ ପୁତ୍ର ଥିଲେ ଓ ଅସାଯଙ୍କର ପୁତ୍ରମାନେ ଥିଲେ।
ପ୍ରଥମ ବଂଶାବଳୀ 15:6
ମରାରି ପରିବାରବର୍ଗରୁ 220 ଜଣ ଲୋକ ଆସିଲେ। ଅସାଯ ସମାନଙ୍କେର ନେତା ଥିଲେ।
ପ୍ରଥମ ବଂଶାବଳୀ 15:11
2 ଜଣ ଲୋକ ଆସିଲେ। ଅମ୍ମୀନାଦବ ସମାନଙ୍କେର ନେତା ଥିଲେ। ଏହାପରେ ଦାଉଦ, ଯାଜକ ସାଦୋକ ଓ ଅବିଯାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲବେୀୟମାନଙ୍କୁ ମଧ୍ଯ ଡାକିଲେ : ଉରିଯଲେ, ଅସାଯ, ଯାୟେଲ, ଶମଯିଯ, ଇଲୀଯଲେ ଓ ଅମ୍ମୀନାଦବ।
ଦିତୀୟ ବଂଶାବଳୀ 34:20
ଏହାପରେ ରାଜା ହିଲ୍କିଯ, ଶାଫନ୍ଙ୍କର ପୁତ୍ର ଅହୀକାମ୍, ମୀଖାଯଙ୍କର ପୁତ୍ର ଅବ୍ଦୋନ, ସଚିବ ଶାଫନ୍ ଓ ଭୃତ୍ଯ ଆସାଯଙ୍କୁ ଏକ ଆଦେଶ ଦେଲେ। ରାଜା କହିଲେ,
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்