Base Word
עָרֵם
Short Definitiona heap; specifically, a sheaf
Long Definitionheap, pile
Derivation(Jeremiah 50:26) or (feminine) עֲרֵמָה; from H6192
International Phonetic Alphabetʕɔːˈrem
IPA modʕɑːˈʁem
Syllableʿārēm
Dictionaw-RAME
Diction Modah-RAME
Usageheap (of corn), sheaf
Part of speechn-f

ରୂତର ବିବରଣ 3:7
ପକ୍ସ୍ଟଣି ଖାଇପିଇ ସାରି ବୋୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖ ରେ ଶଯନ କରିବାକୁ ଗଲେ। ତହିଁରେ ଋତ ଧୀ ରେ ଧୀ ରେ ୟାଇ ବୋଯାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡି ରହିଲା।

ଦିତୀୟ ବଂଶାବଳୀ 31:6
ଇଶ୍ରାୟେଲୀୟ ଓ ୟିହୁଦୀଯ ଲୋକମାନେ, ଯେଉଁମାନେ ଯିହୁଦାର ନଗର ରେ ବାସ କରୁଥିଲେ, ସମାନଙ୍କେର ପଶୁପଲ ଓ ମଷେପଲର ମଧ୍ଯ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ନିକଟକୁ ଆଣିଲେ। ସମାନେେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।

ଦିତୀୟ ବଂଶାବଳୀ 31:6
ଇଶ୍ରାୟେଲୀୟ ଓ ୟିହୁଦୀଯ ଲୋକମାନେ, ଯେଉଁମାନେ ଯିହୁଦାର ନଗର ରେ ବାସ କରୁଥିଲେ, ସମାନଙ୍କେର ପଶୁପଲ ଓ ମଷେପଲର ମଧ୍ଯ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ନିକଟକୁ ଆଣିଲେ। ସମାନେେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।

ଦିତୀୟ ବଂଶାବଳୀ 31:7
ଲୋକମାନେ ସହେି ସାମଗ୍ରୀଗୁଡ଼ିକୁ ତୃତୀୟମାସ ରେ ଆଣିବାକୁ ଆରମ୍ଭ କଲେ ଓ ସମାନେେ ସହେି ବସ୍ତୁସବୁ ସପ୍ତମ ମାସ ରେ ସଂଗ୍ରହ କରି ରଖିବା ଶଷେ କଲେ।

ଦିତୀୟ ବଂଶାବଳୀ 31:8
ଯେତବେେଳେ ହିଜକିଯ ଓ ନେତାମାନେ ଆସିଲେ, ସମାନେେ ସହେି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସମାନେେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇଶ୍ରାୟେଲର ଲୋକମାନଙ୍କର ପ୍ରଶଂସା କଲେ।

ଦିତୀୟ ବଂଶାବଳୀ 31:9
ଏହାପରେ ହିଜକିଯ, ଯାଜକ ଓ ଲବେୀୟମାନଙ୍କୁ ଏହି ସ୍ତୁପୀକୃତ ବସ୍ତୁଗୁଡ଼ିକ ବିଷଯ ରେ ପଚାରିଲେ।

ନିହିମିୟା 4:2
ସେ ଆପଣା ଭାତୃଗଣ ଓ ଶମରୀଯ ସୈନ୍ଯଦଳ ସାକ୍ଷାତ ରେ ଏହି କଥା କହିଲା, ଏହି ଦୁର୍ବଳ ୟିହୁଦୀମାନେ କ'ଣ କରୁଛନ୍ତି? ସମାନେେ କ'ଣ ଗଡ ବନ୍ଦ କରି ରହିବେ? ସମାନେେ କାହିଁକି ବଳିଦାନ କରିବେ? ସମାନେେ କ'ଣ ଦିନକରେ ସମାପ୍ତ କରିବେ? ସମାନେେ କ'ଣ ପୋଡା ପ୍ରାଚୀରର ଗଦାରୁ ବ୍ଯବହାର୍ୟ୍ଯ ପଥର ବାଛି ପାରିବେ?

ନିହିମିୟା 13:15
ସହେି ସମୟରେ ମୁଁ ଯିହୁଦା ମଧିଅରେ କେତକେ ଲୋକଙ୍କୁ ବିଶ୍ରାମ ଦିନ ରେ ଦ୍ରାକ୍ଷାୟନ୍ତ୍ର ଦଳିବାର ଓ ବିଡା ଭିତରକୁ ଆଣିବାର ଓ ଗଧର୍ଭ ଉପରେ ବୋଝଇେ କରିବାର ମଧ୍ଯ ବିଶ୍ରାମ ଦିନ ରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ୟିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନ ରେ କୌଣସି ଖାଦ୍ୟ ବିକ୍ରଯ ନ କରିବାକୁ ମୁଁ ସମାନଙ୍କେୁ ସତର୍କ କଲି।

ପରମଗୀତ 7:2
ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବତ୍ତୁର୍ଳ ପାତ୍ର ତୁଲ୍ଯ। ତୁମ୍ଭର ଉଦର ଶାେଶନ୍ ପୁଷ୍ପ ମଣ୍ଡିତ ଗହମ ରାଶି ତୁଲ୍ଯ।

ଯିରିମିୟ 50:26
ତୁମ୍ଭମାନେେ ପ୍ରାନ୍ତ ସୀମାରୁ ତାହା ବିରୁଦ୍ଧ ରେ ଆସ। ତାହାର ଭଣ୍ଡାରସବୁ ଖାଲିଦେିଅ। ତାହାକୁ ସମ୍ପୂର୍ଣ୍ଣରୂପେ ବିନାଶ କରି ରାଶିପରି ଢ଼ିପି କର। ତାହାର କିଛି ଅବଶିଷ୍ଟ ରଖ ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்