Base Word
עָקַשׁ
Short Definitionto knot or distort; figuratively, to pervert (act or declare perverse)
Long Definitionto be perverse, twist, pervert, make crooked, prove perverse, declare perverse
Derivationa primitive root
International Phonetic Alphabetʕɔːˈk’ɑʃ
IPA modʕɑːˈkɑʃ
Syllableʿāqaš
Dictionaw-KAHSH
Diction Modah-KAHSH
Usagemake crooked, (prove, that is) perverse(-rt)
Part of speechv

ଆୟୁବ ପୁସ୍ତକ 9:20
ମୁଁ ନିରୀହ ହେଲ ହେଁ ମାେ ନିଜ କଥା ମାେତେ ଦୋଷୀ ସାବ୍ଯସ୍ତ କରିବ। ମୁଁ ନିର୍ଦ୍ ଦୋଷ ଏବଂ ମୁଁ ଯାହା କହୁଛି ତାହା ମାେତେ ଦୋଷୀ ସାବ୍ଯସ୍ତ କରୁଛି।

ହିତୋପଦେଶ 10:9
ଜଣେ ସଚ୍ଚୋଟ ବ୍ଯକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିୟାଏ।

ହିତୋପଦେଶ 28:18
ସହେି ଜଣେ ୟିଏ ନିର୍ଦ୍ଦୋଶ ଭାବରେ ଜୀବନ ୟାପନ କରେ, ସେ ନଜକୁ ରକ୍ଷା କରେ। କିନ୍ତୁ ଜଣେ ୟିଏ ତା'ର ନଜ ପଥକୁ ବିପଥରେ ନିଏ ସେ ଅକସ୍ମାତ ପଡ଼ିୟିବ।

ଯିଶାଇୟ 59:8
ସମାନେେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସମାନଙ୍କେର ମାର୍ଗ ରେ ନ୍ଯାଯ ବିଚାର ନ ଥାଏ। ସମାନେେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେ କହେି ସହେି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।

ମୀଖା 3:9
ହେ ଯାକୁବର ବୃଦ୍ଧଗଣ ଓ ଇଶ୍ରାୟେଲର ଶାସକଗଣ ମାେ କଥା ଶୁଣ! ତୁମ୍ଭମାନେେ ନ୍ଯାଯ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ଯାଯ ଓ ଯଥାର୍ଥ ତୁମ୍ଭମାନେେ ସେ ସମସ୍ତକୁ ମିଥ୍ଯା କରୁଛ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்