Base Word
עָקָר
Short Definitionsterile (as if extirpated in the generative organs)
Long Definitionbarren, sterile
Derivationfrom H6131
International Phonetic Alphabetʕɔːˈk’ɔːr
IPA modʕɑːˈkɑːʁ
Syllableʿāqār
Dictionaw-KAWR
Diction Modah-KAHR
Usage(× male or female) barren (woman)
Part of speecha

ଆଦି ପୁସ୍ତକ 11:30
ସାରୀ ବନ୍ଧ୍ଯା ଥିଲେ। ତାଙ୍କର କୌଣସି ସନ୍ତାନ ନଥିଲେ।

ଆଦି ପୁସ୍ତକ 25:21
ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା।

ଆଦି ପୁସ୍ତକ 29:31
ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।

ଯାତ୍ରା ପୁସ୍ତକ 23:26
ତୁମ୍ଭର ସମସ୍ତ ସ୍ତ୍ରୀଲୋକ ମାତୃତର ଅଧିକାରୀ ହବେେ। କହେି ସନ୍ଧ୍ଯା ରହିବେ ନାହିଁ କି ସନ୍ତାନ ଜନ୍ମ ସମୟରେ କୌଣସି ଶିଶୁର ମୃତ୍ଯୁ ଘଟିବ ନାହିଁ। ପୁଣି ତୁମ୍ଭମାନେେ ଦୀର୍ଘଜୀବି ହବେ।

ଦିତୀୟ ବିବରଣ 7:14
ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ, ତୁମ୍ଭମାନଙ୍କ ମଧିଅରେ ପୁରୁଷ କି ସ୍ତ୍ରୀ କିମ୍ବା ତୁମ୍ଭମାନଙ୍କ ପଶକ୍ସ୍ଟଗଣଙ୍କ ମଧିଅରେ ସହେି ନିଃସନ୍ତାନ ହବେନୋହିଁ।

ଦିତୀୟ ବିବରଣ 7:14
ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ, ତୁମ୍ଭମାନଙ୍କ ମଧିଅରେ ପୁରୁଷ କି ସ୍ତ୍ରୀ କିମ୍ବା ତୁମ୍ଭମାନଙ୍କ ପଶକ୍ସ୍ଟଗଣଙ୍କ ମଧିଅରେ ସହେି ନିଃସନ୍ତାନ ହବେନୋହିଁ।

ବିଚାରକର୍ତାମାନଙ୍କ ବିବରଣ 13:2
ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।

ବିଚାରକର୍ତାମାନଙ୍କ ବିବରଣ 13:3
ସଦାପ୍ରଭୁ ମ ନୋହର ସ୍ତ୍ରୀକକ୍ସ୍ଟ ପ୍ରସନ୍ନ ହେଲେ। ଏବଂ ତାଙ୍କୁ କହିଲେ, ତୁମ୍ଭେ ଆଜି ୟାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ।

ପ୍ରଥମ ଶାମୁୟେଲ 2:5
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚଯ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରକ୍ସ୍ଟ ଯେଉଁମାନେ କ୍ଷକ୍ସ୍ଟଧାର୍ତ୍ତ ଥିଲେ, ସମାନେେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ଯା ସଲ୍ଗ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀ ଲୋକଟି ଯାହାର ବହକ୍ସ୍ଟତ ସନ୍ତାନ ଥିଲା ସେ ଦକ୍ସ୍ଟଃଖିତା ହାଇେଅଛି।

ଆୟୁବ ପୁସ୍ତକ 24:21
ଦୁଷ୍ଟଲୋକ ବନ୍ଧ୍ଯା ନାରୀକୁ ଆଘାତ କରେ। ଏବଂ ସେ ବିଧବା ନାରୀମାନଙ୍କୁ ସାହାୟ୍ଯ କରିବାକୁ ମନା କରେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்