Base Word
עָקֵב
Short Definitiona heel (as protuberant); hence, a track; figuratively, the rear (of an army)
Long Definitionheel, rear, footprint, hinder part, hoof, rear of a troop, footstep
Derivationor (feminine) עִקְּבָה; from H6117
International Phonetic Alphabetʕɔːˈk’eb
IPA modʕɑːˈkev
Syllableʿāqēb
Dictionaw-KABE
Diction Modah-KAVE
Usageheel, (horse-)hoof, last, lier in wait (by mistake for H6120), (foot-)step
Part of speechn-m

ଆଦି ପୁସ୍ତକ 3:15
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।

ଆଦି ପୁସ୍ତକ 25:26
ତା'ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବଯସ ରେ ଏହି ୟାଆଁଳା ପୁତ୍ର ଜନ୍ମ ହେଲେ।

ଆଦି ପୁସ୍ତକ 49:17
ଦାନ ପଥସ୍ଥିତ ସର୍ପତୁଲ୍ଯ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ଯ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଯେଉଁଥି ରେ ଆଶ୍ବା ରୋହୀମାନେ ଭୂମିରେ ଲୋଟନ୍ତି।

ଆଦି ପୁସ୍ତକ 49:19
ସୈନ୍ଯଦଳ ଗାଦକୁ ଆକ୍ରମଣ କରିବେ। କିନ୍ତୁ ଗାଦ ସମାନଙ୍କେୁ ପଛରୁ ଆକ୍ରମଣ କରିବ।

ଯିହୋଶୂୟ 8:13
ଏହିପରି ଭାବରେ ଯିହାଶୂେୟ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଲେ। ସମାନଙ୍କେର ମୂଖ୍ଯ ଛାଉଣୀ ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସହେି ରାତ୍ରି ରେ ଯିହାଶୂେୟ ଉପତ୍ୟକା ମଧ୍ଯକକ୍ସ୍ଟ ଗଲେ।

ବିଚାରକର୍ତାମାନଙ୍କ ବିବରଣ 5:22
ଅଶ୍ବମାନଙ୍କର ଖକ୍ସ୍ଟରା ଭୂମିକକ୍ସ୍ଟ ମନ୍ଥି ପକାଇଲା। ସବରୋ ଘୋଡା କକ୍ସ୍ଟଦାମାରୀ ପଳାଇଲା।

ଆୟୁବ ପୁସ୍ତକ 18:9
ଗୋଟିଏ ୟନ୍ତା ତା'ର ପାଦକୁ ଧରିନବେ। ୟନ୍ତା ଭିତ ରେ ସେ ଦୃଢ଼ ଭାବରେ ରହିଯିବେ।

ଗୀତସଂହିତା 41:9
ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।

ଗୀତସଂହିତା 56:6
ସମାନେେ ମାେତେ ହତ୍ଯା କରିବାର ଆଶା ନଇେ ଲୁଚି ରହନ୍ତି ଓ ମାରେ ପ୍ରେତ୍ୟକକ ଗତିବିଧି ଲକ୍ଷ୍ଯ କରନ୍ତି।

ଗୀତସଂହିତା 77:19
ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்