Base Word
עֶצֶם
Short Definitiona bone (as strong); by extension, the body; figuratively, the substance, i.e., (as pron.) selfsame
Long Definitionbone, essence, substance
Derivationfrom H6105
International Phonetic Alphabetʕɛˈt͡sˤɛm
IPA modʕɛˈt͡sɛm
Syllableʿeṣem
Dictioneh-TSEM
Diction Modeh-TSEM
Usagebody, bone, × life, (self-)same, strength, × very
Part of speechn-f

ଆଦି ପୁସ୍ତକ 2:23
ସହେି ମନୁଷ୍ଯ କହିଲେ,

ଆଦି ପୁସ୍ତକ 2:23
ସହେି ମନୁଷ୍ଯ କହିଲେ,

ଆଦି ପୁସ୍ତକ 7:13
ହାମ ଓ ଯଫେତ୍ ନୋହଙ୍କର ପୁତ୍ରମାନେ ଆଉ ସମାନଙ୍କେର ସ୍ତ୍ରୀ ଓ ନୋହର ସ୍ତ୍ରୀ ଜାହାଜ ରେ ପ୍ରବେଶ କଲେ।

ଆଦି ପୁସ୍ତକ 17:23
ତା'ପରେ ଠିକ୍ ସହେିଦିନ ଅବ୍ରହାମ ଇଶ୍ମାଯଲେ ଓ ତାଙ୍କର ସମସ୍ତ ସବେକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରୀତ କଲେ। ଅବ୍ରହାମ ମଧ୍ଯ କ୍ରିତଦାସମାନଙ୍କୁ ଏକତ୍ରୀତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ବରଙ୍କ ବାକ୍ଯାନୁସା ରେ ଅବ୍ରହାମ ସମାନଙ୍କେୁ ସୁନ୍ନତ କରାଇଲେ।

ଆଦି ପୁସ୍ତକ 17:26
ଅବ୍ରହାମ ଏବଂ ତାଙ୍କର ପୁତ୍ର ଇଶ୍ମାଯଲେ ସହେି ଗୋଟିଏ ଦିନ ରେ ସୁନ୍ନତ ହେଲେ।

ଆଦି ପୁସ୍ତକ 29:14
ଏହାପରେ ଲାବନ କହିଲେ, ଏହା ଆଶ୍ଚର୍ୟ୍ଯ! ତୁମ୍ଭେ ମାେ ବଂଶଧର। ତେଣୁ ଯାକୁବ ଲାବନଙ୍କ ଘ ରେ ଏକ ମାସ ରହିଲେ।

ଆଦି ପୁସ୍ତକ 50:25
ଆଉ ଯୋଷଫେ ଇଶ୍ରାୟେଲଙ୍କର ବଂଶଧରମାନଙ୍କୁ ତାଙ୍କଠା ରେ ପ୍ରତିଜ୍ଞା କରାଇଲେ। ସେ କହିଲେ, ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନବେେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗଇେ ନବେେ। ସହେି ସମୟରେ ମାରେ ଅସ୍ଥି ତୁମ୍ଭମାନେେ ନଇୟିବେ।

ଯାତ୍ରା ପୁସ୍ତକ 12:17
ଏହି ପ୍ରକାର ରେ ତୁମ୍ଭମାନେ ତାଡିଶୁନ୍ଯ ରୋଟୀର ପର୍ବ ପ୍ରତିବର୍ଷ ପାଳନ କରିବ। କାରଣ ସହେିଦିନ ରେ ହିଁ ମୁଁ ତୁମ୍ଭମାନଙ୍କୁ ମିଶରରୁ ଦଳବଦ୍ଧ କରି ବାହାର କରି ଆଣିଲି। ଏଣୁ ତୁମ୍ଭମାନଙ୍କର ବଂଶଧର ଅନନ୍ତକାଳୀନ ବ୍ଯବସ୍ଥା ରେ ମାେ ପାଇଁ ଏହି ଦିନ ପାଳନ କରିବ।

ଯାତ୍ରା ପୁସ୍ତକ 12:41
430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ।

ଯାତ୍ରା ପୁସ୍ତକ 12:46
ଏକ ଗୃହ ମଧିଅରେ ତାହା ଭୋଜନ କରାୟିବ। ତୁମ୍ଭେ ସହେି ମାଂସର କିଛି ମାତ୍ର ଗୃହ ବାହାରକୁ ନଇୟିବେ ନାହିଁ। କିମ୍ବା ତା'ର ଗୋଟିଏ ହେଲେ ବି ଅସ୍ଥି ଭାଙ୍ଗିବ ନାହିଁ।

Occurences : 126

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்