Base Word
עָצוּם
Short Definitionpowerful (specifically, a paw); by implication, numerous
Long Definitionmighty, vast, numerous
Derivationor עָצֻם; passive participle of H6105
International Phonetic Alphabetʕɔːˈt͡sˤuːm
IPA modʕɑːˈt͡sum
Syllableʿāṣûm
Dictionaw-TSOOM
Diction Modah-TSOOM
Usage+ feeble, great, mighty, must, strong
Part of speecha

ଆଦି ପୁସ୍ତକ 18:18
ଅବ୍ରହାମଠାରୁ ଏକ ମହାନ ଓ ବଳଶାଳି ଗୋଷ୍ଠୀ ଉତ୍ପନ୍ନ ହବେ ଓ ପୃଥିବୀର ୟାବତୀଯ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହବେେ।

ଯାତ୍ରା ପୁସ୍ତକ 1:9
ସହେି ରାଜା ତାଙ୍କର ଲୋକମାନଙ୍କୁ କହିଲେ, ଇଶ୍ରାୟେଲ ଲୋକମାନଙ୍କୁ ଦେଖ। ସମାନଙ୍କେର ସଂଖ୍ଯା ଆମ୍ଭମାନଙ୍କ ଅପେକ୍ଷା ଅଧିକ! ସମାନେେ ଆମ୍ଭଠାରୁ ଅଧିକ ଶକ୍ତିଶାଳୀ!

ଗଣନା ପୁସ୍ତକ 14:12
ମୁଁ ମହାମାରୀଦ୍ବାରା ସମାନଙ୍କେୁ ସଂହାର କରିବି ଓ ସମାନଙ୍କେର ଅଧିକାର ଛଡଇେ ନବେି। ପୁଣି ସମାନଙ୍କେଠାରୁ ତୁମ୍ଭକୁ ବଡ ଓ ବଳବାନ ଜାତି କରିବି।

ଗଣନା ପୁସ୍ତକ 22:6
ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦବୋ ପାଇଁ ନିବଦନେ କରୁଅଛୁ। କାରଣ ସମାନେେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାୟ୍ଯ ଦ୍ବାରା ଆମ୍ଭେ ସମାନଙ୍କେୁ ଆମ୍ଭ ରାଜ୍ଯରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସମାନେେ ଭାଗ୍ଯବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।

ଗଣନା ପୁସ୍ତକ 32:1
ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।

ଦିତୀୟ ବିବରଣ 4:38
ସେ ତକ୍ସ୍ଟମ୍ଭଠାରକ୍ସ୍ଟ ଅଧିକ ବଳବାନ ଓ ବହକ୍ସ୍ଟ ସଂଖ୍ଯକ, ଅନ୍ୟଦେଶୀଯମାନଙ୍କୁ ତୁମ୍ଭମାନଙ୍କ ଆଗରକ୍ସ୍ଟ ତଡି ଦଇେଛନ୍ତି। ସେ ସମାନଙ୍କେ ଦେଶ ରେ ତୁମ୍ଭମାନଙ୍କୁ ପ୍ରବେଶ କରାଇଲେ ଓ ତାହା ତୁମ୍ଭମାନଙ୍କୁ ଉତ୍ତରାଧିକାରୀ ସୂତ୍ର ରେ ଦେଲେ, ଯାହା ଆଜି ହାଇେଛି।

ଦିତୀୟ ବିବରଣ 7:1
ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସହେି ଦେଶ ରେ ଯେତବେେଳେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ରବେଶ କରାଇବେ ଓ ତକ୍ସ୍ଟମ୍ଭ ସାକ୍ଷାତରକ୍ସ୍ଟ ନାନା ଗୋଷ୍ଠୀଯ ଲୋକମାନଙ୍କୁ ହିତ୍ତୀଯ ଓ ଗିର୍ଗାଶୀଯ ଓ ଇ ମାରେୀଯ ଓ କିଣାନୀଯ ଓ ପରିଷୀଯ ଓ ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ତକ୍ସ୍ଟମ୍ଭଠାରକ୍ସ୍ଟ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କକ୍ସ୍ଟ ଦୂର କରିବେ।

ଦିତୀୟ ବିବରଣ 9:1
ହେ ଇଶ୍ରାୟେଲର ଲୋକମାନେ, ଶକ୍ସ୍ଟଣ! ତୁମ୍ଭମାନେେ ଆଜି ୟର୍ଦ୍ଦନ ନଦୀ ପାର ହାଇେ ଯାଉଛ, ଜାତିମାନଙ୍କୁ ତଡିଦବୋ ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସମାନଙ୍କେର ବୃହତ ନଗରଗକ୍ସ୍ଟଡିକ ଏବଂ ସମାନଙ୍କେର ପ୍ରାଚୀରଗକ୍ସ୍ଟଡିକ ଆକାଶକକ୍ସ୍ଟ ଛକ୍ସ୍ଟଏଁ।

ଦିତୀୟ ବିବରଣ 9:14
ଆମ୍ଭକକ୍ସ୍ଟ ଛାଡି ଦିଅ, ତହିଁରେ ଆମ୍ଭେ ସମାନଙ୍କେୁ ସଐୂର୍ଣ୍ଣ ଭାବେ ଧ୍ବଂସ କରିବା ଓ ଆକାଶ ମଣ୍ତଳ ତଳକ୍ସ୍ଟ ସମାନଙ୍କେ ନାମ ଲୋପ କରିବା। ମାତ୍ର ଆମ୍ଭେ ତକ୍ସ୍ଟମ୍ଭଠାରକ୍ସ୍ଟ ସମାନଙ୍କେ ଅପେକ୍ଷା ଅଧିକା ବଳବତୀ ଓ ଏକ ମହାନ ଗୋ୍ଠି ଉତ୍ପନ୍ନ କରିବା।'

ଦିତୀୟ ବିବରଣ 11:23
ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହିସବୁ ଗୋଷ୍ଠୀଯ ଲୋକମାନଙ୍କୁ ତଡି ଦବେେ, ଏବଂ ତୁମ୍ଭମାନେେ, ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକକ୍ସ୍ଟ ଅଧିକାର କରିବ।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்