Base Word
אָנַשׁ
Short Definitionto be frail, feeble, or (figuratively) melancholy
Long Definitionto be weak, sick, frail
Derivationa primitive root
International Phonetic Alphabetʔɔːˈn̪ɑʃ
IPA modʔɑːˈnɑʃ
Syllableʾānaš
Dictionaw-NAHSH
Diction Modah-NAHSH
Usagedesperate(-ly wicked), incurable, sick, woeful
Part of speechv

ଦିତୀୟ ଶାମୁୟେଲ 12:15
ତା'ପରେ ନାଥନ ଗୃହକକ୍ସ୍ଟ ଫରେିଗଲେ। ସଦାପ୍ରଭୁ ଊରିଯର ସ୍ତ୍ରୀଠାରକ୍ସ୍ଟ ଜନ୍ମ ଦାଉଦର ସନ୍ତାନକକ୍ସ୍ଟ ଅତ୍ଯନ୍ତ ପୀଡିତ କରି ଦେଲେ।

ଆୟୁବ ପୁସ୍ତକ 34:6
ମୁଁ ନିରପରାଧୀ ହେଲବେି କିନ୍ତୁ ବିଚାର ମାେ ବିରୁଦ୍ଧ ରେ ୟିବାରୁ ମୁଁ ମିଥ୍ଯାବାଦୀ ରେ ଗଣିତ ହାଇେଅଛି। ମୁଁ ନିରପରାଧୀ ହେଲବେି କିନ୍ତୁ ମୁଁ ବହୁତ କଷ୍ଟ ସହିଅଛି।'

ଯିଶାଇୟ 17:11
ତୁମ୍ଭ ଦ୍ରାକ୍ଷାଚାରା ଦିନେ ରୋପଣ କରୁଛ ଓ ତା'ର ଚାରିପଟେ ବାଡ଼ ଦଇେ ଯତ୍ନ ନେଉଛ। ପରଦିନ ପ୍ରାତଃକାଳ ରେ ସଗେୁଡ଼ିକ ପୁଷ୍ପିତ ହବୋର ଦେଖୁଛ। ମାତ୍ର ଯେତବେେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସଗେୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦଇେଛି।

ଯିରିମିୟ 15:18
ମାରେ ବଦନୋ ଚିରନ୍ତନ, ମାରେ କ୍ଷତ ଦୁରା ରୋଗ୍ଯ। ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି ଅତ୍ଯନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାଯୀ ନଦୀ ତୁଲ୍ଯ ହାଇେଅଛ।

ଯିରିମିୟ 17:9
ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

ଯିରିମିୟ 17:16
ମାେ ନିମନ୍ତେ ତୁମ୍ଭ ପ ରେ ଅନିଷ୍ଟ ଦେଖିବା ପାଇଁ ବଗଗୋମୀ ନ ଥିଲି କିଅବା ମୁଁ ସହେି ବିଭୀଷିକାମଯ ଦିନ ଆସୁ ବୋଲି ଚାହୁଁ ନାହିଁ। ମାେ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖ ରେ ଥିଲା।

ଯିରିମିୟ 30:12
ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କର କ୍ଷତ ଦୁରା ରୋଗ୍ଯ ଓ ତୁମ୍ଭମାନଙ୍କର ଘା କବେେ ପୂରଣ ହବେ ନାହିଁ।

ଯିରିମିୟ 30:15
ହେ ଇଶ୍ରାୟେଲ ଓ ଯିହୁଦା, ତୁମ୍ଭମାନେେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଛ ? ତୁମ୍ଭମାନଙ୍କର ଏହି କ୍ଷତ ୟନ୍ତ୍ରଣାଦାୟକ ଓ ଦୁରା ରୋଗ୍ଯ। ତୁମ୍ଭମାନଙ୍କର ଅଧର୍ମ ଅନକେ ଓ ପାପ ବହୁତ। ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ।

ମୀଖା 1:9
ଶମରିଯାର କ୍ଷତ କବେେ ପୂରଣ ହବେ ନାହିଁ। ତା'ର ପାପ ଯିହୁଦା ପର୍ୟ୍ଯନ୍ତ ବ୍ଯାପି ଅଛି। ଆଉ ମଧ୍ଯ ତାହା ମାେ ଲୋକମାନଙ୍କର ନଗରଦ୍ବାର ୟିରୁଶାଲମ ପର୍ୟ୍ଯନ୍ତ ବ୍ଯାପିଅଛି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்