Base Word
עִנְיָן
Short Definitionado, i.e., (generally) employment or (specifically) an affair
Long Definitionoccupation, task, job
Derivationfrom H6031
International Phonetic Alphabetʕɪn̪ˈjɔːn̪
IPA modʕinˈjɑːn
Syllableʿinyān
Dictionin-YAWN
Diction Modeen-YAHN
Usagebusiness, travail
Part of speechn-m

ଉପଦେଶକ 1:13
ମୁଁ ମନ ଯୋଗ କରି ଅଧ୍ଯଯନ ପାଇଁ ଏବଂ ଜ୍ଞାନ ଦ୍ବାରା ସବୁକିଛି ବୁଝିବା ପାଇଁ ଯାହା ସ୍ବର୍ଗତଳେ ହୁଏ। ଏହି କାର୍ୟ୍ଯ, ଯାହା ପରମେଶ୍ବର ମନୁଷ୍ଯମାନଙ୍କୁ ଦଇେଛନ୍ତି ବ୍ଯସ୍ତ ରହିବାକୁ ଅତି ଅପ୍ରିତିକର ଅଟେ।

ଉପଦେଶକ 2:23
କାରଣ ତାହାର ଦିନସବୁ କବଳେ ଦୁଃଖମଯ ଓ ତାହାର ଆଯାସ ମନସ୍ତାପ ଜନକ ଅଟେ। ରାତ୍ରି ରେ ହିଁ ତା'ର ହୃଦଯ ବିଶ୍ରାମ ପାଏ ନାହିଁ। ଏହା ମଧ୍ଯ ଅସାର।

ଉପଦେଶକ 2:26
ପରମେଶ୍ବର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ବର ତାହାକୁ ଜ୍ଞାନ, ବିଦ୍ଯା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ବର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାଯିତ୍ବ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାଯୁକୁ ଧରିବା ପରି।

ଉପଦେଶକ 3:10
ମୁଁ ଦେଖିଲି, ସମସ୍ତ କଠିନ କାର୍ୟ୍ଯ ପରମେଶ୍ବର ଆମ୍ଭମାନଙ୍କୁ କରିବାକୁ ଦଇେଥିଲେ।

ଉପଦେଶକ 4:8
ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ବିତୀୟ କହେି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କହେି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନ ରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଚା ରେ ନାହିଁ ଯେ, କାହିଁକି ମୁଁ ଏତେ କଠିନ କାର୍ୟ୍ଯ କରୁଛି ? କାହିଁକି ମୁଁ ମାରେ ଜୀବନକୁ ଉପ ଭୋଗ କରିବି ନାହିଁ ? ଏହା ମଧ୍ଯ ଅସାର ଓ ଅତ୍ଯନ୍ତ କ୍ଲେଶ ଜନକ।

ଉପଦେଶକ 5:3
ବହୁତ ଦୁଃଖରୁ ଅନକେ ଦୁସ୍ବପ୍ନ ଆ ସେ ଏବଂ ଜଣେ ମୂର୍ଖ ବହୁତ କ ହେ।

ଉପଦେଶକ 5:14
ଦୁର୍ଘଟଣା ବଶତଃ ସହେିସବୁ ଧନ କ୍ଷଯ ପାଏ। ଯେତବେେଳେ ତା'ର ପୁତ୍ର ଜନ୍ମ ହୁଏ, ତାକୁ ଦବୋପାଇଁ ତା'ର କିଛି ନ ଥାଏ।

ଉପଦେଶକ 8:16
ଯେତବେେଳେ ମୁଁ ଜ୍ଞାନର ତତ୍ତ୍ବ ଜାଣିବାକୁ ଓ ପୃଥିବୀ ରେ ଘଟୁଥିବା କାର୍ୟ୍ଯ ଦେଖିବାକୁ ମନୋୟୋଗ କଲି। ଏଇ ଦିନ ରେ ମୁଁ ନ ଶାଇେ ଦିନରାତି କାମ କଲି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்