Base Word
עֲמָלֵקִי
Short Definitionan Amalekite (or collectively the Amalekites) or descendants of Amalek
Long Definitiondescendants of Amalek, the grandson of Esau
Derivationpatronymically from H6002
International Phonetic Alphabetʕə̆.mɔː.leˈk’ɪi̯
IPA modʕə̆.mɑː.leˈkiː
Syllableʿămālēqî
Dictionuh-maw-lay-KEE
Diction Moduh-ma-lay-KEE
UsageAmalekite(-s)
Part of speecha

ଆଦି ପୁସ୍ତକ 14:7
ଏବାପରେ ରାଜା କଦର୍ଲାଯୋମର ସଠାରୁେ ଫରେି ଐଣ୍ମିସ୍ପଟ୍ ଅର୍ଥାତ କାଦେଶକୁ ୟାଇ ଅମାଲାକୀଯ ଲୋକମାନଙ୍କୁ ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇ ମାରେୀଯ ଲୋକମାନଙ୍କୁ ପରାସ୍ତ କଲେ।

ଗଣନା ପୁସ୍ତକ 14:25
ବର୍ତ୍ତମାନ ଅମାଲକେୀଯ ଓ କିଣାନୀଯମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭମାନେେ ଫରେି ଲୋହିତ ସାଗର ପଥଦଇେ ମରୁଭୂମି ଗମନ କରିବା ଉଚିତ୍।

ଗଣନା ପୁସ୍ତକ 14:43
ଯେ ହତେୁ ଅମାଲକେୀଯ ଓ କିଣାନୀଯ ଲୋକମାନେ ସଠାେରେ ଅଛନ୍ତି, ତୁମ୍ଭମାନେେ ଖଡ୍ଗ ରେ ନିହିତ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ବାସଠାରୁ ବିମୁଖ ହବୋରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହବେେ ନାହିଁ।

ଗଣନା ପୁସ୍ତକ 14:45
ସେତବେେଳେ ସହେି ପର୍ବତବାସୀ ଅମାଲକେୀଯ ଓ କିଣାନୀଯ ଲୋକମାନେ ଓହ୍ଲାଇ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ପରାସ୍ତକରି ହର୍ମା ପର୍ୟ୍ଯନ୍ତ ତଡି ଦେଲେ।

ବିଚାରକର୍ତାମାନଙ୍କ ବିବରଣ 12:15
ଏହାପରେ ସେ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ଅମାଲକେୀଯ ପର୍ବତମଯ ଦେଶ ଅନ୍ତର୍ଗତ ଇଫ୍ରଯିମ ଦେଶସ୍ଥ ଫିରିଯାଥୋନ ରେ କବର ଦିଆଗଲା।

ପ୍ରଥମ ଶାମୁୟେଲ 15:6
ଶାଉଲ କନୋଯମାନଙ୍କୁ କହିଲେ, ୟାଅ, ଅମାଲକେ ଛାଡି ଗ୍ଭଲିୟାଅ। କାରଣ ମୁ ଅମାଲକେୀଯଙ୍କ ସହ ତୁମ୍ଭମାନଙ୍କୁ ହତ୍ଯା କରିବାକୁ ଗ୍ଭ ହେଁ ନାହିଁ। ତୁମ୍ଭମାନେେ ଇଶ୍ରାୟେଲୀୟମାନଙ୍କୁ ମିଶର ଛାଡି ଆସିବା ବେଳେ ସମାନଙ୍କେୁ ଦୟା ପ୍ରଦର୍ଶନ କରିଥିଲ। ତେଣୁ କନେୀଯମାନେ ଅମାଲକେ ପ୍ରତ୍ଯାବର୍ତ୍ତନ କଲେ।

ପ୍ରଥମ ଶାମୁୟେଲ 15:15
ଶାଉଲ କହିଲେ, ସୈନ୍ଯମାନେ ସମାନଙ୍କେୁ ଅମାଲକେୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ଯମାନେ ଉତ୍ତମ ଗୋରୁ ଓ ମଷେମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ବଳିଦବୋ ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।

ପ୍ରଥମ ଶାମୁୟେଲ 27:8
ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀଯ, ଅମାଲକେୀଯ ଓ ଗିଷରୀଯ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ୟ୍ଯନ୍ତ ଯେଉଁ ଦେଶ, ସେଥି ମଧ୍ଯରକ୍ସ୍ଟ ପୂର୍ବକାଳ ରେ ସଠାେରେ ସେ ଲୋକମାନେ ବାସ କରୁଥିଲେ।

ପ୍ରଥମ ଶାମୁୟେଲ 30:1
ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।

ପ୍ରଥମ ଶାମୁୟେଲ 30:13
ଦାଉଦ ମିଶରୀଯଙ୍କକ୍ସ୍ଟ ପଗ୍ଭରିଲା, ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ?

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்