Base Word
עָמִית
Short Definitioncompanionship; hence (concretely) a comrade or kindred man
Long Definitionrelation, neighbour, associate, fellow
Derivationfrom a primitive root meaning to associate
International Phonetic Alphabetʕɔːˈmɪi̯t̪
IPA modʕɑːˈmiːt
Syllableʿāmît
Dictionaw-MEET
Diction Modah-MEET
Usageanother, fellow, neighbour
Part of speechn-m

ଲେବୀୟ ପୁସ୍ତକ 6:2
କହେି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ସତ୍ଯ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତ ବା ହସ୍ତ ରେ ସମର୍ପିତ, କିମ୍ବା ଅପହୃତ ଦ୍ରବ୍ଯ ବିଷଯ ରେ ଆପଣା ପ୍ରତିବେଶୀ ସହିତ ଅସତ୍ଯ ବ୍ଯବହାର କରେ, ଅଥବା ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରେ।

ଲେବୀୟ ପୁସ୍ତକ 18:20
ପୁଣି ତୁମ୍ଭେ କୌଣସି ପ୍ରତିବେଶୀ ସ୍ତ୍ରୀ ସହିତ ୟୌନ ସଂପର୍କ ରଖି ନିଜକୁ ଅଶୁଚି କରିବ ନାହିଁ।

ଲେବୀୟ ପୁସ୍ତକ 19:11
ତୁମ୍ଭମାନେେ ଚୋରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ଯା କହିବ ନାହିଁ।

ଲେବୀୟ ପୁସ୍ତକ 19:15
ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।

ଲେବୀୟ ପୁସ୍ତକ 19:17
ତୁମ୍ଭେ ହୃଦଯ ରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ଯାଯ କରେ ତବେେ ତାକୁ ଅନୁ ଯୋଗ କରିବ, ମାତ୍ର ତାକୁ କ୍ଷମା ଦବେ। ତା ହେଲେ ତୁମ୍ଭେ ପାପରେ ଭାଗି ହବେ ନାହିଁ।

ଲେବୀୟ ପୁସ୍ତକ 24:19
ଯଦି କୌଣସି ବ୍ଯକ୍ତି ନିଜ ପ୍ରତିବେଶୀକୁ ଆଘାତ କରେ, ତବେେ ସମପରିମାଣର ଆଘାତ ସହେି ଲୋକକୁ ଦିଆୟିବ।

ଲେବୀୟ ପୁସ୍ତକ 25:14
ତୁମ୍ଭେ ଯେତବେେଳେ ତୁମ୍ଭର ପ୍ରତିବେଶୀ ନିକଟରେ ଜମି ବିକ୍ରଯ କରିବ, ସେତବେେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତବେେଳେ କିଣିବ, ତବେେ ତା' ପ୍ରତି ଅନ୍ଯାଯ କରିବ ନାହିଁ।

ଲେବୀୟ ପୁସ୍ତକ 25:14
ତୁମ୍ଭେ ଯେତବେେଳେ ତୁମ୍ଭର ପ୍ରତିବେଶୀ ନିକଟରେ ଜମି ବିକ୍ରଯ କରିବ, ସେତବେେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତବେେଳେ କିଣିବ, ତବେେ ତା' ପ୍ରତି ଅନ୍ଯାଯ କରିବ ନାହିଁ।

ଲେବୀୟ ପୁସ୍ତକ 25:15
ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ଯା ଅନୁସାରେ ଆପଣା ପ୍ରତିବେଶୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ଯା ଅନୁସାରେ ସେ ତୁମ୍ଭଠା ରେ ବିକ୍ରଯ କରିବ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்