Base Word
עִמָּד
Short Definitionalong with
Long Definitionwith
Derivationprolonged for H5973
International Phonetic Alphabetʕɪmˈmɔːd̪
IPA modʕiˈmɑːd
Syllableʿimmād
Dictionim-MAWD
Diction Modee-MAHD
Usageagainst, by, from, + me, + mine, of, + that I take, unto, upon, with(-in)
Part of speechprep

ଆଦି ପୁସ୍ତକ 3:12
ମନୁଷ୍ଯ ଉତ୍ତର ଦଲୋ, ତୁମ୍ଭେ ମାେ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ ସେ ମାେତେ ସହେି ଫଳ ଖାଇବାକୁ ଦଲୋ। ତେଣୁ ମୁଁ ତାହା ଖାଇଲି।

ଆଦି ପୁସ୍ତକ 19:19
ତୁମ୍ଭେ ମାେତେ ମାହେ ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ଯନ୍ତ ଦୟା ଓ ଅନୁଗ୍ରହ ଦଖାଇେଛ। କିନ୍ତୁ ମୁଁ ପର୍ବତକୁ ପଳାଇ ୟାଇ ନପା ରେ। ଏହି ବିପତ୍ତି ହୁଏତ ମାେତେ ଧରି ପକାଇବ ଓ ମାରିଦବେ।

ଆଦି ପୁସ୍ତକ 20:9
ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।

ଆଦି ପୁସ୍ତକ 20:13
ପରମେଶ୍ବର ମାେତେ ମାରେ ପିତାଙ୍କ ଗୃହରୁ ଦୂରକୁ ଆଗଇେ ନେଲେ। ପରମେଶ୍ବର ମାେତେ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ବୁଲାଇଲେ। ଏପରି ଯେତବେେଳେ ହେଲା ମୁଁ ସାରାକୁ କହିଲି, 'ଦୟାକରି ମାେ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ୟିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।

ଆଦି ପୁସ୍ତକ 21:23
ତେଣୁ ତୁମ୍ଭେ ମାଠାେ ରେ ପରମେଶ୍ବରଙ୍କ ଆଗ ରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମାେପ୍ରତି ଓ ମାରେସନ୍ତାନମାନଙ୍କ ପ୍ରତି ବିଶ୍ବାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମାେ ପ୍ରତି ଦୟା ଦଖାଇବେ ଏବଂ ମାରେ ଦେଶ ଯେଉଁଠା ରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମାେ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦଖାଇେଛି।

ଆଦି ପୁସ୍ତକ 28:20
ଏହାପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, ଯଦି ପରମେଶ୍ବର ମାେ ସହିତ ରହିବେ, ଯଦି ଏହି ୟାତ୍ରା ରେ ପରମେଶ୍ବର ମାରେ ସହାୟ ହବେେ, ଯଦି ପରମେଶ୍ବର ମାେତେ ଖାଦ୍ୟ ବସ୍ତ୍ର ଯୋଗଇବେ।

ଆଦି ପୁସ୍ତକ 29:19
ଲାବନ କହିଲା, ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହବେ। ତେଣୁ ତୁମ୍ଭେ ମାେ ସହିତ ରୁହ।

ଆଦି ପୁସ୍ତକ 29:27
କିନ୍ତୁ ତୁମ୍ଭେ ଏଠା ରେ ବିବାହ ଉତ୍ସବ ସାତଦିନ ଧରି ପାଳନ କର ତା'ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦବେି। କିନ୍ତୁ ତୁମ୍ଭକୁ ମାେ ପାଇଁ ଆଉ ସାତବର୍ଷ ପରିଶ୍ରମ କରିବାକୁ ପଡ଼ିବ।

ଆଦି ପୁସ୍ତକ 31:5
ଯାକୁବ ରାହେଲ ଓ ଲୟୋକୁ କହିଲା, ମୁଁ ଦେଖୁଛି ଯେ, ତୁମ୍ଭର ପିତା ମାେତେ ଯେପରି ବ୍ଯବହାର କରୁଥିଲେ ସପରେି କରୁନାହାନ୍ତି। କିନ୍ତୁ ମାେ ପିତାଙ୍କର ପରମେଶ୍ବର ମାେ ସହିତ ଅଛନ୍ତି।

ଆଦି ପୁସ୍ତକ 31:7
ତୁମ୍ଭର ପିତା ମାେତେ ପ୍ରତାରଣା କଲେ। ତୁମ୍ଭର ପିତା ମାରେ ବତନେ ଦଶଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କଲେ। ସେ ଲାବନକୁ ମାରେ କ୍ଷତି କରିବାକୁ ଦେଲେ ନାହିଁ।

Occurences : 44

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்