Base Word
עֲלִילָה
Short Definitionan exploit (of God), or a performance (of man, often in a bad sense); by implication, an opportunity
Long Definitionwantonness, deed, doing
Derivationor עֲלִלָה; from H5953 in the sense of effecting
International Phonetic Alphabetʕə̆.lɪi̯ˈlɔː
IPA modʕə̆.liːˈlɑː
Syllableʿălîlâ
Dictionuh-lee-LAW
Diction Moduh-lee-LA
Usageact(-ion), deed, doing, invention, occasion, work
Part of speechn-f

ଦିତୀୟ ବିବରଣ 22:14
ଯଦି ତାହା ବିରକ୍ସ୍ଟଦ୍ଧ ରେ ମନ୍ଦ କଥା ଆରୋପ କରେ ଓ ତା'ର ଦକ୍ସ୍ଟର୍ନାମ କରେ କି, 'ଆମ୍ଭେ ଏହି ସ୍ତ୍ରୀକକ୍ସ୍ଟ ବିବାହ କଲକ୍ସ୍ଟ ମାତ୍ର ସହବାସ କାଳ ରେ ଏହାର କକ୍ସ୍ଟମାରୀତ୍ବ ଲକ୍ଷଣ ପାଇଲକ୍ସ୍ଟ ନାହିଁ।'

ଦିତୀୟ ବିବରଣ 22:17
ମାତ୍ର ସେ ତାକକ୍ସ୍ଟ ଘୃଣା କଲା, ଆଉ ଦେଖ, ସେ ତାହା ବିରକ୍ସ୍ଟଦ୍ଧ ରେ ମନ୍ଦକଥା ଆରୋପ କରି କହକ୍ସ୍ଟଛି କି, 'ଆମ୍ଭେ ତକ୍ସ୍ଟମ୍ଭ କନ୍ଯାର କକ୍ସ୍ଟମାରୀତ୍ବ ଲକ୍ଷଣ ପାଇଲକ୍ସ୍ଟ ନାହିଁ।' ମାତ୍ର ଆମ୍ଭ କନ୍ଯାର କକ୍ସ୍ଟମାରୀତ୍ବର ଚିହ୍ନ ଏହି।' ତହକ୍ସ୍ଟଁ ସମାନେେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତ ରେ ସହେି ଲକ୍ସ୍ଟଗା ମଲୋଇ ଦବେେ।

ପ୍ରଥମ ଶାମୁୟେଲ 2:3
ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ବର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସମାନଙ୍କେର କର୍ମ ଅନକ୍ସ୍ଟୟାଯୀ ବିଗ୍ଭର କରନ୍ତି।

ପ୍ରଥମ ବଂଶାବଳୀ 16:8
ପରମେଶ୍ବରଙ୍କର ପ୍ରଶଂସା କର, ତାହାଙ୍କ ନାମ ରେ ବୀନତି କର। ସଦାପ୍ରଭୁ ଯେଉଁସବୁ ମହାନ୍ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।

ଗୀତସଂହିତା 9:11
ହେ ସିଯୋନ୍ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ବରଙ୍କର ପ୍ରଶଂସା ଗାନ କର। ସେ କରିଥିବା ସମସ୍ତ ମହାନ କାର୍ୟ୍ଯ ରାଜ୍ଯମାନଙ୍କ ଆଗରେ ପ୍ରକାଶ କର।

ଗୀତସଂହିତା 14:1
ଏକ ମୂର୍ଖ ଲୋକ ନିଜ ହୃଦଯରେ କ ହେ, ପରମେଶ୍ବର ନାହାଁନ୍ତି। ସହେି ମୂର୍ଖମାନେ ଭ୍ରଷ୍ଟ ଓ ସମାନେେ ଘୃଣା ୟୋଗ୍ଯ କାର୍ୟ୍ଯ କରନ୍ତି। ସମାନଙ୍କେ ମଧ୍ୟରେ ଉତ୍ତମ କାର୍ୟ୍ଯ କରିଥିବା ଲୋକ କହେି ନାହାଁନ୍ତି।

ଗୀତସଂହିତା 66:5
ଦେଖ, ଯେଉଁ ସବୁ କାର୍ୟ୍ଯ ପରମେଶ୍ବର କରିଛନ୍ତି। ସେ ସମସ୍ତ କାର୍ୟ୍ଯ ଆମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କରେ।

ଗୀତସଂହିତା 77:12
ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ ଏବଂ କାର୍ୟ୍ଯକୁ ଅନୁଧ୍ଯାନ କରେ।

ଗୀତସଂହିତା 78:11
ସମାନେେ ପରମେଶ୍ବର କରିଥିବା ମହତ କାର୍ୟ୍ଯ ଭୁଲିଗଲେ। ପରମେଶ୍ବର ସମାନଙ୍କେୁ ଦଖାଇେଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।

ଗୀତସଂହିତା 99:8
ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ତାଙ୍କ ପ୍ରାର୍ଥନାର ଉତ୍ତର ଦଲେ। ତୁମ୍ଭେ ସମାନଙ୍କେୁ ଦଖାଇେଲ ୟେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ବର ଏବଂ ତୁମ୍ଭେ ସମାନଙ୍କେର କୁକର୍ମ ପାଇଁ ଦଣ୍ଡ ଦିଅ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்