Base Word
אֳנִיָּה
Short Definitiona ship
Long Definitionship
Derivationfeminine of H0590
International Phonetic Alphabetʔŏ.n̪ɪjˈjɔː
IPA modʔo.niˈjɑː
Syllableʾŏniyyâ
Dictionoh-nih-YAW
Diction Modoh-nee-YA
Usageship(-men)
Part of speechn-f

ଆଦି ପୁସ୍ତକ 49:13
ସବୂଲୂନ୍ ସମୁଦ୍ର କୂଳ ରେ ବାସ କରିବ। ସେ ଜାହାଜର ଆଶ୍ରିତ ହବେ। ପୁଣି ସୀଦୋନ ପର୍ୟ୍ଯନ୍ତ ତାହାର ଅଧିକାର ସୀମା ହବେ।

ଦିତୀୟ ବିବରଣ 28:68
ସଦାପ୍ରଭୁ ତୁମ୍ଭମାନଙ୍କୁ ଜାହଜ ରେ ମିଶରକକ୍ସ୍ଟ ପଠାଇ ଦବେେ। ମୁ କହକ୍ସ୍ଟଛି, ତୁମ୍ଭମାନେେ କଦାପି ସହେି ଦେଶକକ୍ସ୍ଟ ୟିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭକୁ ସହେିଠାକକ୍ସ୍ଟ ପଠାଇବେ। ମିଶର ରେ ତୁମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଶତୃମାନଙ୍କଠାରକ୍ସ୍ଟ କ୍ରିତଦାସ ଭାବେ ବିକ୍ରି ହବୋକକ୍ସ୍ଟ ଚେଷ୍ଟା କରିବ। କିନ୍ତୁ ତୁମ୍ଭମାନଙ୍କୁ କହେି କ୍ରଯ କରିବେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 5:17
ଗିଲିଯଦ ଲୋକମାନେ ୟର୍ଦ୍ଦନ ନଦୀ ସପୋରି ରେ ସମାନଙ୍କେ ଚ୍ଛାଉଣୀ ରେ ବାସ କଲେ। ଆଉ ଦାନ ଜାହାଜଗକ୍ସ୍ଟଡିକରେ କାହିଁକି ରହିଲା? ଆଶରେ ସମକ୍ସ୍ଟଦ୍ର ତୀ ରେ ବସି ରହିଥିଲା। ସେ ନିଜ ବନ୍ଦର ନିକଟରେ ବାସକଲା।

ପ୍ରଥମ ରାଜାବଳୀ 9:27
ପୁଣି ହୀରମ ସହେି ଜାହାଜ ରେ ଶଲୋମନଙ୍କ ଦାସମାନଙ୍କ ସହିତ ସାମୁଦ୍ରିକ କର୍ମ ରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲେ।

ପ୍ରଥମ ରାଜାବଳୀ 22:48
ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।

ପ୍ରଥମ ରାଜାବଳୀ 22:48
ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।

ପ୍ରଥମ ରାଜାବଳୀ 22:49
ଇଶ୍ରାୟେଲର ରାଜା ଆହାବ୍ଙ୍କ ପୁତ୍ର ଅହସିଯ ୟିହୋଶାଫଟଙ୍କୁ କହିଲେ, ମାରେ ନାବିକମାନେ ତୁମ୍ଭର ନାବିକମାନଙ୍କ ସହିତ ଜାହାଜ ରେ ଯିବେ, ମାତ୍ର ଯିହାଶାଫେଟ୍ ଏଥି ରେ ରାଜି ହେଲେ ନାହିଁ।

ଦିତୀୟ ବଂଶାବଳୀ 8:18
ହୂରମ୍ ଶଲୋମନଙ୍କ ନିକଟକୁ ଜାହାଜ ସବୁ ପଠାଇଲେ। ହୂରମ୍ଙ୍କ ନିଜସ୍ବ ଲୋକମାନେ ଜାହାଜଗୁଡ଼ିକୁ ବାହିଲେ। ହୂରମ୍ଙ୍କ ଲୋକମାନେ ଦକ୍ଷ ନାବିକ ଥିଲେ। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କର ଦାସମାନଙ୍କ ସହିତ ଓଫୀରକୁ ଗଲେ ଓ ସଠାରୁେ ରାଜା ଶଲୋମନଙ୍କ ନିମନ୍ତେ 450 ତାଳନ୍ତ ସୁନା ଆଣିଲେ।

ଦିତୀୟ ବଂଶାବଳୀ 9:21
ରାଜା ଶ ଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନିବର୍ଷ ରେ ଥରେ ସହେି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମଯୁରମାନ ବହି ଆଣୁଥିଲେ।

ଦିତୀୟ ବଂଶାବଳୀ 9:21
ରାଜା ଶ ଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନିବର୍ଷ ରେ ଥରେ ସହେି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମଯୁରମାନ ବହି ଆଣୁଥିଲେ।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்