Base Word
עֵיפָה
Short DefinitionEphah, the name of a son of Midian, and of the region settled by him; also of an Israelite and of an Israelitess
Long Definition(n pr m) a son of Midian
Derivationthe same as H5890
International Phonetic Alphabetʕei̯ˈpɔː
IPA modʕei̯ˈfɑː
Syllableʿêpâ
Dictionay-PAW
Diction Moday-FA
UsageEphah
Part of speechn-pr-m n-pr-f

ଆଦି ପୁସ୍ତକ 25:4
ମିଦିଯନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାଯା ଏହି ସମସ୍ତେ କଟୂରାର ସାନ୍ତାନ।

ପ୍ରଥମ ବଂଶାବଳୀ 1:33
ମିଦିଯନର ପୁତ୍ରଗଣ ଥିଲେ : ଐଫା, ଏଫର, ହନୋକ, ଅବୀଦ, ଇଲଦୀଯ। ଏହି ସମସ୍ତ ବ୍ଯକ୍ତିମାନେ କଟୁରାର ବଂଶଧର ଥିଲେ।

ପ୍ରଥମ ବଂଶାବଳୀ 2:46
କାଲବଙ୍କେର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମାେତ୍ସା ଓ ଗା ସେସଙ୍କର ମାତା ଥିଲେ। ହାରଣ ଗା ସେସଙ୍କର ପିତା ଥିଲେ।

ପ୍ରଥମ ବଂଶାବଳୀ 2:47
ଯହଦେଯଙ୍କର ପୁତ୍ରମାନେ ଥିଲେ : ରଗେମ୍, ଯୋଥମ୍, ଗେଶନ୍, ପଲଟେ, ଐଫା ଓ ଶାଫ୍।

ଯିଶାଇୟ 60:6
ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ୟୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସମାନେେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସାଗାନ କରିବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்