Base Word
עֲטָרָה
Short Definitiona crown
Long Definitioncrown, wreath
Derivationfrom H5849
International Phonetic Alphabetʕə̆.t̪’ɔːˈrɔː
IPA modʕə̆.tɑːˈʁɑː
Syllableʿăṭārâ
Dictionuh-taw-RAW
Diction Moduh-ta-RA
Usagecrown
Part of speechn-f

ଦିତୀୟ ଶାମୁୟେଲ 12:30
ସେ ସମାନଙ୍କେ ରାଜାର ମସ୍ତକରୁ ମକ୍ସ୍ଟକକ୍ସ୍ଟଟ କାଢି ନେଲେ। ତାହା ଏକ ମହଣ ପରିମିତ ସକ୍ସ୍ଟନା ଓ ତହିଁରେ ବହକ୍ସ୍ଟମୂଲ୍ଯ ପ୍ରସ୍ତରମାନ ଖଚିତ ହାଇେଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପକ୍ସ୍ଟଣି ସେ ମଧ୍ଯ ସହେି ନଗରରକ୍ସ୍ଟ ଲକ୍ସ୍ଟଟ୍ କରି ବହକ୍ସ୍ଟମୂଲ୍ଯ ସାମଗ୍ରି ନଇଗେଲେ।

ପ୍ରଥମ ବଂଶାବଳୀ 20:2
ଦାଉଦ ସମାନଙ୍କେ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ସହେି ସୁବର୍ଣ୍ଣ ମୁକୁଟର ଓଜନ ଥିଲା ଏକ ତାଳନ୍ତ। ସହେି ମୁକୁଟର ଅତି ମୂଲ୍ଯବାନ ପଥରସବୁ ଲାଗିଥିଲା। ଦାଉଦଙ୍କ ମସ୍ତକରେ ସହେି ମୁକୁଟ ପିନ୍ଧାଗଲା। ଏହାପରେ ଦାଉଦ ରବ୍ବା ନଗରୀରୁ ମିଳିଥିବା ଅନକେ ମୂଲ୍ଯବାନ ବସ୍ତୁ ପ୍ରାପ୍ତ ହେଲେ।

ଏଷ୍ଟର ବିବରଣ 8:15
ଏହାପରେ ମର୍ଦ୍ଦଖଯ ନୀଳ ଓ ଶୁକ୍ଲବର୍ଣ୍ଣ ରାଜକୀଯ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମଯ ବୃହତ ମୁକୁଟ ଦଇେ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢଣୀ ଓ ବାଇଗଣୀ ରଂଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ ରାଜଧାନୀ ଆନନ୍ଦ ଓ ହର୍ଷନାଦ ରେ ପରିପୂର୍ଣ୍ଣ ହେଲା।

ଆୟୁବ ପୁସ୍ତକ 19:9
ପରମେଶ୍ବର ମାରେ ସମ୍ମାନକୁ କାଢ଼ି ନଇେଛନ୍ତି। ସେ ମାରେ ମସ୍ତକରୁ ମୁକୁଟ କାଢ଼ି ନଇେଛନ୍ତି।

ଆୟୁବ ପୁସ୍ତକ 31:36
ସହେି ଚିହ୍ନକୁ ମୁଁ ଗଳାର ମାଳି କରି ପିନ୍ଧିବି। ତାହାକୁ ମାେ ମୁଣ୍ଡ ଉପରେ ମୁକୁଟ ଭଳି ଥୋଇବି।

ଗୀତସଂହିତା 21:3
ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦଇେଛ।

ହିତୋପଦେଶ 4:9
ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦବେ। ସେ ତୁମ୍ଭକୁ ଶାେଭାର ମୁକୁଟ ଅର୍ପଣ କରିବ।

ହିତୋପଦେଶ 12:4
ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।

ହିତୋପଦେଶ 14:24
ଜ୍ଞାନୀମାନଙ୍କ ମୁକୁଟ ସମାନଙ୍କେର ଧନ, ପୁଣି ମୂର୍ଖମାନଙ୍କର ଅଜ୍ଞାନତା କବଳେ ଅଜ୍ଞାନତା।

ହିତୋପଦେଶ 16:31
ପାଚିଲା କେଶ ଶାେଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்