Base Word
עֲזוּבָה
Short DefinitionAzubah, the name of two Israelitesses
Long Definitionwife of Caleb, the son of Hezron
Derivationthe same as H5805
International Phonetic Alphabetʕə̆.d͡zuːˈbɔː
IPA modʕə̆.zuˈvɑː
Syllableʿăzûbâ
Dictionuh-dzoo-BAW
Diction Moduh-zoo-VA
UsageAzubah
Part of speechn-pr-f

ପ୍ରଥମ ରାଜାବଳୀ 22:42
ଯିହାଶାଫେଟ୍ ପଞ୍ଚତିରିଶ ବର୍ଷ ବଯସ ରେ ରାଜା ହେଲେ ଓ ସେ ପଚିଶ ବର୍ଷ ୟିରୁଶାଲମ ରେ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ଯା।

ପ୍ରଥମ ବଂଶାବଳୀ 2:18
କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। କାଲବଙ୍କେର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହାଇେଥିଲେ। ଅସୂବାର ୟିରୀଯୋତର କନ୍ଯା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ : ଯେଶର, ଶୋବବ୍ ଓ ଅର୍ଦୋନ।

ପ୍ରଥମ ବଂଶାବଳୀ 2:19
ଅସୁବାରଙ୍କର ମୃତ୍ଯୁ ପରେ କାଲବେ ଇଫ୍ରାଥାଙ୍କୁ ବିବାହ କଲେ। କାଲବେ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସମାନେେ ତାହାର ନାମ ହୂର ଦେଲେ।

ଦିତୀୟ ବଂଶାବଳୀ 20:31
ଯିହାଶାଫେଟ୍ ଯିହୁଦା ଉପରେ ରାଜତ୍ବ କରିବାକୁ ଆରମ୍ଭ କଲେ, ଯେତବେେଳେ ସେ 35 ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ପଚିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅସୂବା। ଅସୂବା ଶିଲ୍ହିରଙ୍କ କନ୍ଯା ଥିଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்