Base Word
עִוֵּר
Short Definitionblind (literally or figuratively)
Long Definitionblind
Derivationintensive from H5786
International Phonetic Alphabetʕɪwˈwer
IPA modʕiˈweʁ
Syllableʿiwwēr
Dictionih-WARE
Diction Modee-WARE
Usageblind (men, people)
Part of speecha

ଯାତ୍ରା ପୁସ୍ତକ 4:11
ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।

ଲେବୀୟ ପୁସ୍ତକ 19:14
ତୁମ୍ଭେ ବଧିରକୁ ଅଭିଶାପ ଦବନୋହିଁ ଓ ଅନ୍ଧ ଆଗ ରେ ଝୁଣ୍ଟିବାର ବସ୍ତ୍ର ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ବରଙ୍କର ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।

ଲେବୀୟ ପୁସ୍ତକ 21:18
ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହବେନାହିଁ।

ଦିତୀୟ ବିବରଣ 15:21
ଯଦି ସହେି ପଶକ୍ସ୍ଟଠା ରେ କୌଣସି ଖକ୍ସ୍ଟଣ ଥାଏ, ଯଥା ସେ ଯଦି େଛାଟା, କଣା କିମ୍ବା ସେ କୌଣସି ମନ୍ଦ ଖକ୍ସ୍ଟଣ ୟକ୍ସ୍ଟକ୍ତ ଥାଏ ତବେେ ତୁମ୍ଭେ ତାକକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିପାରିବ ନାହିଁ।

ଦିତୀୟ ବିବରଣ 27:18
ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'

ଦିତୀୟ ବିବରଣ 28:29
ତୁମ୍ଭମାନେେ ଦିନ ବେଳେ ମଧ୍ଯ ଅନ୍ଧଙ୍କ ପରି ଦରାଣ୍ତି ହବେ। ତୁମ୍ଭମାନେେ ଆପଣା କାର୍ୟ୍ଯ ରେ ସର୍ବଦା କୃତକାର୍ୟ୍ଯ ହବେନାହିଁ। ତୁମ୍ଭେ ସର୍ବଦା ଉପଦ୍ରବଗ୍ରସ୍ଥ ଓ ଲକ୍ସ୍ଟସ୍ଖିତ ହବେ। କହେି ତୁମ୍ଭକୁ ଉଦ୍ଧାର କରିବାକୁ ନଥିବେ।

ଦିତୀୟ ଶାମୁୟେଲ 5:6
ଏହାପରେ ରାଜା ଓ ତାଙ୍କର ଲୋକମାନେ ୟିରକ୍ସ୍ଟଶାଲମ ରେ ବାସ କରୁଥିବା ୟିବୂଷୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଏହି ୟିବୂଷୀଯମାନେ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ସ୍ଥାନକକ୍ସ୍ଟ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ। ସମାନେେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସମାନଙ୍କେର ନଗର ରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହବେେ।

ଦିତୀୟ ଶାମୁୟେଲ 5:8
ସହେି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ଯେଉଁମାନେ ୟିବୂଷୀଯମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସମାନେେ ପାଣିନଳ ମଧ୍ଯ ଦଇେ ୟିବା ଉଚିତ୍ ଓ ସହେିସବୁ େଛାଟା ଓ ଅନ୍ଧ ଲୋକମାନଙ୍କ ପାଖକକ୍ସ୍ଟ ପହଞ୍ଚିବା ଉଚିତ୍।

ଦିତୀୟ ଶାମୁୟେଲ 5:8
ସହେି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ଯେଉଁମାନେ ୟିବୂଷୀଯମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସମାନେେ ପାଣିନଳ ମଧ୍ଯ ଦଇେ ୟିବା ଉଚିତ୍ ଓ ସହେିସବୁ େଛାଟା ଓ ଅନ୍ଧ ଲୋକମାନଙ୍କ ପାଖକକ୍ସ୍ଟ ପହଞ୍ଚିବା ଉଚିତ୍।

ଆୟୁବ ପୁସ୍ତକ 29:15
ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସମାନେେ ଯେଉଁ ଆଡ଼କୁ ୟିବାକୁ ଇଚ୍ଛା କରୁଥିଲେ ସହେି ପଥରେ ୟିବାକୁ ମୁଁ ସାହାୟ୍ଯ କରୁଥିଲି। େଛାଟ ଲୋକର ମୁଁ ପାଦ ସଦୃଶ ଥିଲି। ମୁଁ ତାଙ୍କୁ ବୋହି ନେଉଥିଲି। ଯେଉଁ ସ୍ଥାନକୁ ସମାନେେ ୟିବାକୁ ଇଚ୍ଛା କରୁଥିଲେ।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்