Base Word
עַוִּי
Short Definitionan Avvite or native of Avvah (only plural)
Long Definitioninhabitants of Ava or Ivah
Derivationpatrial from H5755
International Phonetic Alphabetʕɑwˈwɪi̯
IPA modʕɑˈwiː
Syllableʿawwî
Dictionah-WEE
Diction Modah-WEE
UsageAvims, Avites
Part of speecha

ଦିତୀୟ ବିବରଣ 2:23
ପରମେଶ୍ବର ଠିକ୍ ସହେିପରି ମଧ୍ଯ କରିଥିଲେ। କପତାରେୀୟମାନଙ୍କ ପ୍ରତି ଅଦ୍ଦୀଯ ଲୋକମାନେ ଘାସା ନିକଟବର୍ତ୍ତୀ ସହର ରେ ବାସ କରୁଥିଲେ। କିନ୍ତୁ କପତାରେୀୟ ଲୋକେ ଅଦ୍ଦୀଯମାନଙ୍କୁ ଧ୍ବଂସ କଲେ। ସହେି କପତାରେୀୟ ଲୋକମାନେ ସମାନଙ୍କେଠାରକ୍ସ୍ଟ ଅଧିକାର ଛିନ୍ନ କରି ସଠାେରେ ଏବେ ପର୍ୟ୍ଯନ୍ତ ବାସ କରୁଛନ୍ତି।

ଯିହୋଶୂୟ 13:3
ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।

ଦିତୀୟ ରାଜାବଳୀ 17:31
ଅଦ୍ଦୀଯ ଲୋକମାନେ ନିଭସ୍ ଓ ତିର୍ତ୍ତକ୍ ମିଥ୍ଯା ଦବେତାମାନଙ୍କୁ ତିଆରି କଲେ ଓ ସଂପର୍କୀଯ ଲୋକମାନେ ସଫର୍ବଯିମର ଅଦ୍ରମ୍ମଲେକ୍ ଓ ଅନମ୍ମଲେକ୍ ଦବେତାମାନଙ୍କ ଉଦ୍ଦେଶ୍ଯ ରେ ନିଜ ନିଜ ସନ୍ତାନମାନଙ୍କୁ ଦଗ୍ଧ କଲେ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்