Base Word
אֲמַרְיָה
Short DefinitionAmarjah, the name of nine Israelites
Long DefinitionZadok's grandfather
Derivationor prolonged אֲמַרְיָהוּ; from H0559 and H3050; Jah has said (i.e., promised)
International Phonetic Alphabetʔə̆.mɑrˈjɔː
IPA modʔə̆.mɑʁˈjɑː
Syllableʾămaryâ
Dictionuh-mahr-YAW
Diction Moduh-mahr-YA
UsageAmariah
Part of speechn-pr-m

ପ୍ରଥମ ବଂଶାବଳୀ 6:7
ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:7
ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:11
ଅସରିଯ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:11
ଅସରିଯ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:52
ମରାଯୋତ୍ ସରହିଯଙ୍କ ପୁତ୍ର ଥିଲେ। ଅମରିଯ ମରାଯୋତ୍ଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 23:19
ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରୀଯ। ହିବ୍ରୋଣଙ୍କ ଦ୍ବିତୀୟ ପୁତ୍ର ଥିଲେ ଅମରିଯ। ୟହସୀଯଲେ ତୃତୀୟ ପୁତ୍ର ଓ ୟିକମିଯାମ୍ ଚତୁର୍ଥ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 24:23
ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରିଯ।

ଦିତୀୟ ବଂଶାବଳୀ 19:11
ଅମରିଯ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସେ ତୁମ୍ଭମାନଙ୍କର ମାଲିକ ହବେେ। ଆଉ ରାଜାଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସବଦିଯ ତୁମ୍ଭମାନଙ୍କର ମାଲିକ ହବେେ। ସବଦିଯଙ୍କ ପିତାଙ୍କର ନାମ ଇଶ୍ମାଯଲେ ଅଟେ। ସବଦିଯ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ଯ, ଲବେୀୟମାନେ ତୁମ୍ଭମାନଙ୍କୁ ସାହାୟ୍ଯ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭମାନେେ ସମସ୍ତ କାର୍ୟ୍ଯ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସମାନଙ୍କେର ସହିତ ରହନ୍ତି।

ଦିତୀୟ ବଂଶାବଳୀ 31:15
ସେ ଏଦନ୍, ମିନ୍ଯାମୀନ, ଯଶୂେଯ, ଶମଯିଯ, ଅମରିଯ ଓ ଶିଖନିଯ କୋରିଙ୍କୁ ସାହାୟ୍ଯ କରୁଥିଲେ। ସହେି ବ୍ଯକ୍ତିମାନେ, ଯାଜକମାନେ ବାସ କରୁଥିବା ସହରଗୁଡ଼ିକରେ ବିଶ୍ବସ୍ତ ଭାବରେ ସବୋକାର୍ୟ୍ଯ କରୁଥିଲେ। ସମାନେେ ସଂଗୃହୀତ ସାମଗ୍ରୀକୁ ସମାନଙ୍କେର ଆତ୍ମୀଯ ଯାଜକମାନଙ୍କୁ ଦେଲେ, ସମାନେେ ବୃଦ୍ଧ ହୁଅନ୍ତୁ ବା ତରୁଣ।

ଏଜ୍ରା 7:3
ଅହୀଟୂବ୍ ଅମରିଯର ପୁତ୍ର ଥିଲା। ଅମରିଯ ଅସରିଯର ପୁତ୍ର ଥିଲା। ଅସରିଯ ମରାଯୋତର ପୁତ୍ର ଥିଲା।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்