Base Word | |
עֵבֵר | |
Short Definition | Eber, the name of two patriarchs and four Israelites |
Long Definition | son of Salah, great grandson of Shem, father of Peleg and Joktan |
Derivation | the same as H5676 |
International Phonetic Alphabet | ʕeˈber |
IPA mod | ʕeˈveʁ |
Syllable | ʿēbēr |
Diction | ay-BARE |
Diction Mod | ay-VARE |
Usage | Eber, Heber |
Part of speech | n-pr-m |
ଆଦି ପୁସ୍ତକ 10:21
ଯଫେତର ବଡ଼ଭାଇ ଶମଙ୍କେର ମଧ୍ଯ ସନ୍ତାନ ସନ୍ତତି ଥିଲେ, ସହେି ଏବର ଯଫେତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲେ।
ଆଦି ପୁସ୍ତକ 10:24
ଏବଂ ଅର୍ଫକ୍ଷଦର ସନ୍ତାନ ଶଲହେ ଓ ଶଲହରେ ସନ୍ତାନ ଏବର।
ଆଦି ପୁସ୍ତକ 10:25
ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପଲେଗ୍ କାରଣ ସହେି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ୟକ୍ତନ୍।
ଆଦି ପୁସ୍ତକ 11:14
ଶଲହକେୁ ତିରିଶ ବର୍ଷ ବଯସ ରେ ସେ ଏବରର ପିତା ହେଲ।
ଆଦି ପୁସ୍ତକ 11:15
ଏବର ଜନ୍ମ ହବୋପରେ ଶଲହେ 403 ବର୍ଷ ବଞ୍ଚିଲା। ସହେି ସମୟ ମଧିଅରେ ସେ ପୁତ୍ର କନ୍ଯାଙ୍କୁ ଜନ୍ମ ଦେଲେ।
ଆଦି ପୁସ୍ତକ 11:16
ଏବରକୁ 34 ବର୍ଷପରେ ତାଙ୍କର ଏକ ପୁତ୍ର ଜନ୍ମିଲା ଯାହାର ନାମ ପଲଗେ।
ଆଦି ପୁସ୍ତକ 11:17
ପଲଗରେ ଜନ୍ମପରେ, ଏବର 430 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ସନ୍ତାନ ସନ୍ତତିମାନେ ଜନ୍ମ ନେଲେ।
ଗଣନା ପୁସ୍ତକ 24:24
ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସମାନେେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡିକ ମଧ୍ଯ ଧ୍ବଂସ ହବେେ।
ପ୍ରଥମ ବଂଶାବଳୀ 1:18
ଅର୍ଫକ୍ଷଦ, ଶଲହଙ୍କେର ପିତା ଥିଲେ। ଶଲହେ ଏବରଙ୍କ ପିତା ଥିଲା।
ପ୍ରଥମ ବଂଶାବଳୀ 1:19
ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।
Occurences : 15
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்