Base Word
עֶבֶד מֶלֶךְ
Short DefinitionEbed-Melek, a eunuch of Zedekeah
Long Definitionan Ethiopian eunuch in the service of king Zedekiah, through whose interference Jeremiah was released from prison
Derivationfrom H5650 and H4428; servant of a king
International Phonetic Alphabetʕɛˈbɛd̪ mɛˈlɛk
IPA modʕɛˈvɛd mɛˈlɛχ
Syllableʿebed melek
Dictioneh-BED meh-LEK
Diction Modeh-VED meh-LEK
UsageEbed-melech
Part of speechn-pr-m

ଯିରିମିୟ 38:7
କିନ୍ତୁ ଯିରିମିୟ ଖଣା ରେ ପତିତ ହାଇେଥିବା କଥା ରାଜଗୃହସ୍ଥିତ ଏବଦମଲକେ ନାମକ ଜଣେ ନପୁସଂକ ଲୋକ ଶୁଣିଲା। ସହେି ସମୟରେ ରାଜା ସିଦିକିଯ ବିନ୍ଯାମୀନ ଫାଟକରେ ବସିଥିଲେ।

ଯିରିମିୟ 38:8
ଏବଦ-ମଲକେ ରାଜଗୃହରୁ ବାହାରି ରାଜାଙ୍କୁ କହିଲା, ହେ ଆମ୍ଭର ମହାରାଜ ! ଏହି ଲୋକମାନେ ଯିରିମିୟ ଭବିଷ୍ଯଦବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ଯବହାର କରିଅଛନ୍ତି। ସମାନେେ ତାହାଙ୍କୁ କୂପ ରେ ପକାଇ ଅଛନ୍ତି।

ଯିରିମିୟ 38:10
ତା'ପ ରେ ରାଜା ସିଦିକିଯ କୁଶୀଯ ଏବଦ-ମଲକେକୁ ଆଜ୍ଞା କଲା, ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗ ରେ ନଇେ ଯିରିମିୟ ଭିବଷ୍ଯଦବକ୍ତା ମରିବା ପୂର୍ବରୁ ତାହାଙ୍କୁ କୂପରୁ ବାହାର କରି ଆଣ।

ଯିରିମିୟ 38:11
ତହୁଁ ଏବଦ-ମଲକେ ଆପଣା ସଙ୍ଗେ ସହେି ଲୋକମାନଙ୍କୁ ନଇେ ରାଜଗୃହକୁ ଗଲା ଓ ସଠାେ ରେ ଭଣ୍ଡାର ଘରୁ କେତଗେୁଡ଼ିଏ ପୁରୁଣା ତ୍ଯକ୍ତ ବସ୍ତୁ ଓ ଚିରାକନା ନଲୋ। ଆଉ ରଜ୍ଜୁ ଦ୍ବାରା ସେସବୁ କୂପ ରେ ଯିରିମିୟଙ୍କୁ ଦଲୋ।

ଯିରିମିୟ 38:12
କୁଶୀଯ ଏବଦ-ମଲକେ ଯିରିମିୟଙ୍କୁ କହିଲା, ତୁମ୍ଭେ ଏହି ଚିରାକନା ଓ ବ୍ଯକ୍ତି ବସ୍ତୁ ଆପଣା ବକ୍ଷ ମୂଳ ରେ ଦିଅ। ଆମ୍ଭମାନେେ ଯେତବେେଳେ ରଜ୍ଜୁ ରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥି ରେ ତୁମ୍ଭକୁ କଷ୍ଟ ହବେ ନାହିଁ। ତେଣୁ ଯିରିମିୟ ସହେିପରି କଲେ।

ଯିରିମିୟ 39:16
ହେ ଯିରିମିୟ, ତୁମ୍ଭେ ୟାଇ କୁଶୀଯ ଏବଦମଲକେକୁ କୁହ, 'ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ଯସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତ ରେ ସଫଳ ହବୋର ଦେଖିବ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்