Base Word
עָב
Short Definitionproperly, an envelope, i.e., darkness (or density, 2 Chronicles 4:17); specifically, a (scud) cloud; also a copse
Long Definitiondarkness, cloud, thicket
Derivation(masculine and feminine); from H5743
International Phonetic Alphabetʕɔːb
IPA modʕɑːv
Syllableʿāb
Dictionawb
Diction Modav
Usageclay, (thick) cloud, × thick, thicket
Part of speechn-m

ଯାତ୍ରା ପୁସ୍ତକ 19:9
ଏବଂ ସଦାପ୍ରଭୁ ମାଶାଙ୍କେୁ କହିଲେ, ମୁଁ ନିବିଡ ମେଘ ରେ ତୁମ୍ଭ ନକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣିପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ବାସ ରଖିବେ। ତୁମ୍ଭେ ସମାନଙ୍କେୁ ଯାହା କହିବ ସମାନେେ ତାହା ବିଶ୍ବାସ କରିବେ।

ବିଚାରକର୍ତାମାନଙ୍କ ବିବରଣ 5:4
ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସଯେୀରରକ୍ସ୍ଟ ବାହାରିଲା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରକ୍ସ୍ଟ ୟାତ୍ରା କଲା ବେଳେ ପୃଥିବୀ କଐିଲା। ଆକାଶ ବିନ୍ଦକ୍ସ୍ଟ ପାତ କଲା ମେଘମାଳା ଜଳପାତ କଲା।

ଦିତୀୟ ଶାମୁୟେଲ 22:12
ସଦାପ୍ରଭୁ କଳା, ଘନ ବାଦଲ ଖଣ୍ତ ଭିତ ରେ ଲକ୍ସ୍ଟଚି ଗଲେ, ସତେ ଯମେିତି ଏକ ତମ୍ବୁ ଭିତ ରେ ଲକ୍ସ୍ଟଚି ରହିଲେ। ସେ ଘନ ବିଜକ୍ସ୍ଟଳି ୟକ୍ସ୍ଟକ୍ତ ମେଘ ଭିତ ରେ ଲକ୍ସ୍ଟଚି ଗଲେ।

ଦିତୀୟ ଶାମୁୟେଲ 23:4
ଏହି ଲୋକ ଉଦିତ ସୂର୍ୟ୍ଯ ରେ ଦିଲ୍ଗି ତକ୍ସ୍ଟଲ୍ଯ ଉଜ୍ଜଲମାନ ହବେ। ସେ ଲୋକ ବାଦଲ ବିହୀନ ପ୍ରଭାତ ତକ୍ସ୍ଟଲ୍ଯ, ତକ୍ସ୍ଟଷ୍ଟି ହାଇୟୋଇଥିବା ଆକାଶ ତକ୍ସ୍ଟଲ୍ଯ, ଯେଉଁ ବୃଷ୍ଟି ସକ୍ସ୍ଟକ୍ଷ୍ମ ଘାସକକ୍ସ୍ଟ ବଢାଏ।

ପ୍ରଥମ ରାଜାବଳୀ 18:44
ସପ୍ତମ ଥର ରେ ସବେକ ଫରେିଆସି କହିଲା, ମୁଁ ମନୁଷ୍ଯର ହାତମୁଠା ସଦୃଶ ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠିବାପରି ଦେଖୁଛି।

ପ୍ରଥମ ରାଜାବଳୀ 18:45
ଅଳ୍ପକ୍ଷଣ ପରେ ଆକାଶ କଳା ମେଘ ରେ ଆବୃତ ହାଇେ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହାଇଗେଲା। ଆହାବ୍ ତାଙ୍କର ରଥରେ ବସି ୟିଷ୍ରିଯଲକେୁ ଗଲେ।

ଦିତୀୟ ବଂଶାବଳୀ 4:17
ରାଜା ଶଲୋମନ ଏହିସବୁ ବସ୍ତୁକୁ ମାଟି କାଦୁଅର ଛାଞ୍ଚ ରେ ଢ଼ାଳିଲେ। ସୁକ୍କୋତ ଓ ସ ରଦୋ ସହରର ମଧ୍ଯବର୍ତ୍ତୀ ୟର୍ଦ୍ଦନ ଉପତ୍ୟକା ରେ ଏହି ଛାଞ୍ଚଗୁଡ଼ିକ ତିଆରି ହାଇେଥିଲା।

ଆୟୁବ ପୁସ୍ତକ 20:6
ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପା ରେ। ତା'ର ମସ୍ତକ ମେଘକୁ ଛୁଇଁ ପା ରେ।

ଆୟୁବ ପୁସ୍ତକ 22:14
ଘନ ବାଦଲ ପରମେଶ୍ବରଙ୍କୁ ଆମ୍ଭଠାରୁ ଲୁଚାଇ ରେଖ, ତେଣୁ ସେ ଆମ୍ଭକୁ ଦେଖିପାରନ୍ତି ନାହିଁ। ସେ ଆକାଶ ସୀମାର ଉପରେ ଚାଲି ପାରନ୍ତି ?

ଆୟୁବ ପୁସ୍ତକ 26:8
ତଥାପି ପରମେଶ୍ବର ସହେି ବହୁତ ଭାରୀ ଓଜନ ଦ୍ବାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ। ଘନବାଦଲକୁ ଜଳକଣା ୟୁକ୍ତ କରନ୍ତି। କିନ୍ତୁ ପରମେଶ୍ବର ଏତେ ଭାରୀ ହେଲବେି ମେଘ ଖଣ୍ଡ ଖଣ୍ଡ ହାଇେ ଖାଲିୟୋଏ ନାହିଁ।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்