Base Word
סָתַם
Short Definitionto stop up; by implication, to repair; figuratively, to keep secret
Long Definitionto stop up, shut up, keep close
Derivationor שָׂתַם; (Numbers 24:15), a primitive root
International Phonetic Alphabetsɔːˈt̪ɑm
IPA modsɑːˈtɑm
Syllablesātam
Dictionsaw-TAHM
Diction Modsa-TAHM
Usageclosed up, hidden, secret, shut out (up), stop
Part of speechv
Base Word
סָתַם
Short Definitionto stop up; by implication, to repair; figuratively, to keep secret
Long Definitionto stop up, shut up, keep close
Derivationor שָׂתַם; (Numbers 24:15), a primitive root
International Phonetic Alphabetsɔːˈt̪ɑm
IPA modsɑːˈtɑm
Syllablesātam
Dictionsaw-TAHM
Diction Modsa-TAHM
Usageclosed up, hidden, secret, shut out (up), stop
Part of speechv

ଆଦି ପୁସ୍ତକ 26:15
ଏଣୁ ଇସ୍ହାକଙ୍କର ପିତା ଅବ୍ରହାମ ଇସ୍ହାକଙ୍କର ପିତାଙ୍କର ଦାସମାନେ ସେସମୟରେ ଯେଉଁ ସବୁ କୂପ ଖାେଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ବାରା ସେସବୁ ପୋତି ପକାଇଲେ।

ଆଦି ପୁସ୍ତକ 26:18
ଇସ୍ହାକ ପୂନର୍ବାର ସହେି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ବାରା ପୋତା ୟାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ୟାଇଥିଲା। ସେ ସହେି ନାମ ବ୍ଯବହାର କଲେ, ଯାହା ତାଙ୍କ ପିତା ବ୍ଯବହାର କରିଥିଲେ।

ଦିତୀୟ ବିବରଣ 31:18
ଆମ୍ଭେ ସମାନଙ୍କେୁ ସାହାୟ୍ଯ କରିବା ନାହିଁ, କାରଣ ସମାନେେ ଅନ୍ୟ ଦବେତାମାନଙ୍କୁ ପୂଜା କରୁଛନ୍ତି।

ଦିତୀୟ ରାଜାବଳୀ 3:19
ତୁମ୍ଭମାନେେ ପ୍ରେତ୍ୟକକ ପାଚୀର ବେଷ୍ଟିତ ସୁଦୃଢ ଓ ଉତ୍ତମ ନଗରଗୁଡିକୁ ଧ୍ବଂସ କରିବ। ପ୍ରେତ୍ୟକକ ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇବ। ନିର୍ଝରଗୁଡିକର ଜଳକୁ ଅଟକାଇ ଓ ପ୍ରେତ୍ୟକକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡି ବିନାଶ କରିବ।

ଦିତୀୟ ରାଜାବଳୀ 3:25
ଇଶ୍ରାୟେଲର ସନୋ ନଗରଟିକୁ ଧ୍ବଂସ କରି ଦେଲେ। ପ୍ରେତ୍ୟକକ ଉତ୍ତମ ଭୂମିଖଣ୍ତ ରେ ପ୍ରସ୍ତରଦ୍ବାରା ପୂର୍ଣ୍ଣ କଲେ। ସମାନେେ ଜଳ ନିର୍ଝରଗୁଡିକୁ ବୁଜି ଦେଲେ। ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇଲେ, ଇଶ୍ରାୟେଲୀୟମାନେ କୀର୍ ହରେସରୁର ସମସ୍ତ ପଥରେ ୟୁଦ୍ଧ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ଘରେିଗଲେ ଓ ଏହା ଉପରେ ମଧ୍ଯ ଆକ୍ରମଣ କଲେ।

ଦିତୀୟ ବଂଶାବଳୀ 32:3
ଏହାପରେ ହିଜକିଯ ତାଙ୍କର ପଦାଧିକାରୀ ଓ ସନୋଧିକାରୀମାନଙ୍କ ସହିତ କଥା ହେଲେ। ସମାନେେ ସମସ୍ତ ନଗର ବାହା ରେ ଥିବା ଜଳନିର୍ଝରଗୁଡ଼ିକର ଜଳକୁ ବନ୍ଦ କରିବା ନିମନ୍ତେ ଏକମତ ହେଲେ। ସହେି ପଦାଧିକାରୀ ଓ ସନୋଧିକାରୀମାନେ ହିଜକିଯଙ୍କୁ ସାହାୟ୍ଯ କଲେ।

ଦିତୀୟ ବଂଶାବଳୀ 32:4
ଅନକେ ଲୋକ ଏକତ୍ର ଆସିଲେ ଓ ଦେଶ ମଧ୍ଯ ଦଇେ ପ୍ରବାହିତ ହେଉଥିବା ଝରଣା ଓ ନଦୀ ସବୁର ଜଳକୁ ରୋକି ଦେଲେ। ସମାନେେ କହିଲେ ଯେ, ଅଶୂରର ରାଜା ଏହି ସ୍ଥାନକୁ ଆସିଲେ ବେଶୀ କିଛି ଜଳ ପାଇବ ନାହିଁ।

ଦିତୀୟ ବଂଶାବଳୀ 32:30
ହିଜକିଯ ହିଁ ୟିରୁଶାଲମ ରେ ଗୀହାନେ ଝରଣାର ଉର୍ଦ୍ଧ୍ବସ୍ଥ ଉତ୍ସକୁ ବନ୍ଦ କଲେ ଓ ସହେି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାଶର୍‌ବ ରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିଯ ଯେଉଁ ସମସ୍ତ କର୍ମ କଲେ, ସେଥି ରେ ସଫଳ ହେଲେ।

ନିହିମିୟା 4:7
ମାତ୍ର ୟିରୁଶାଲମର ପ୍ରାଚୀରର ମରାମତି କାର୍ୟ୍ଯ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡିକ ଭର୍ତ୍ତି ହବୋ ପାଇଁ ଯାଉଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀଯମାନେ ଓ ଅେମ୍ମାନୀୟମାନେ ଓ ଅସ୍ଦୋଦୀଯମାନେ ଅତିଶଯ ରାଗି ଗଲେ।

ଗୀତସଂହିତା 51:6
ହେ ପରମେଶ୍ବର, ମୁଁ ବିଶ୍ବସ୍ତ ହୁଏ ବୋଲି ତୁମ୍ଭେ ଚାହଁ, ତଣେୁ ମାେ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்