Base Word
אֹמֶר
Short Definitiona promise, a saying
Long Definitionutterance, speech, word, saying, promise, command
Derivationthe same as H0561
International Phonetic Alphabetʔoˈmɛr
IPA modʔo̞wˈmɛʁ
Syllableʾōmer
Dictionoh-MER
Diction Modoh-MER
Usagepromise, speech, thing, word
Part of speechn-m

ଆୟୁବ ପୁସ୍ତକ 22:28
ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚଯ ତାହା ସଫଳ ହବେ। ତା' ହେଲେ ପ୍ରକୃତ ରେ ତୁମ୍ଭର ଭବିଷ୍ଯତ ଉଜ୍ଜଳ ହବେ।

ଗୀତସଂହିତା 19:2
ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଚାଲେ। ପ୍ରେତ୍ୟକକ ରାତ୍ରି ପରମେଶ୍ବରଙ୍କ ଶକ୍ତି ବିଷଯରେ ନାନା ତଥ୍ଯ ପ୍ରଦାନ କରେ।

ଗୀତସଂହିତା 19:3
ତୁମ୍ଭେ କୌଣସି ବାକ୍ଯ କିମ୍ବା ଶବ୍ଦ ଶୁଣିପାର ନାହିଁ କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ୟାହାକୁ ଆମ୍ଭେ ଶୁଣି ପାରିବା।

ଗୀତସଂହିତା 68:11
ତୁମ୍ଭର ଲୋକମାନେ ଉତ୍ତମ ଖବର ଘୋଷଣା କରିବାକୁ ବାହାରି ଗଲେ।

ଗୀତସଂହିତା 77:8
ପରମେଶ୍ବରଙ୍କ ଦୟା କ'ଣ ଚିରକାଳ ପାଇଁ ଲୁପ୍ତ ହାଇେଛି ? ତାଙ୍କର ପ୍ରତିଜ୍ଞା କ'ଣ ଚିରକାଳ ପାଇଁ ବିଫଳ ହାଇେଛି ?

ହବକକୂକ 3:9
ତା'ପ ରେ ତୁମ୍ଭେ ଧନୁ କାଢିଲ। ଶପଥ ପୂର୍ବକ ତୀରଗୁଡିକୁ ନିକ୍ଷପେ କଲ। ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ବାରା ଭାଗ କଲ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்