Base Word
סָפִיחַ
Short Definitionsomething (spontaneously) falling off, i.e., a self-sown crop; figuratively, a freshet
Long Definitionoutpouring
Derivationfrom H5596
International Phonetic Alphabetsɔːˈpɪi̯.ɑħ
IPA modsɑːˈfiː.ɑχ
Syllablesāpîaḥ
Dictionsaw-PEE-ah
Diction Modsa-FEE-ak
Usage(such) things as (which) grow (of themselves), which groweth of its own accord (itself)
Part of speechn-m
Base Word
סָפִיחַ
Short Definitionsomething (spontaneously) falling off, i.e., a self-sown crop; figuratively, a freshet
Long Definitionoutpouring
Derivationfrom H5596
International Phonetic Alphabetsɔːˈpɪi̯.ɑħ
IPA modsɑːˈfiː.ɑχ
Syllablesāpîaḥ
Dictionsaw-PEE-ah
Diction Modsa-FEE-ak
Usage(such) things as (which) grow (of themselves), which groweth of its own accord (itself)
Part of speechn-m

ଲେବୀୟ ପୁସ୍ତକ 25:5
ଯେଉଁ ଶସ୍ଯ ତୁମ୍ଭ କ୍ଷେତ୍ର ରେ ଆପେ ହାଇେଥିବା, ତାକୁ ତୁମ୍ଭମାନେେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହବେ।

ଲେବୀୟ ପୁସ୍ତକ 25:11
ସହେି ପଚାଶତମ ବର୍ଷ ବ୍ଯାପି ତୁମ୍ଭମାନଙ୍କ ନିମନ୍ତେ ୟୋବଲେ ହବେ। ତୁମ୍ଭମାନେେ କ୍ଷେତ୍ର ରେ ଶସ୍ଯ ବୁଣିବ ନାହିଁ କିମ୍ବା ଆପେ ବଢିଥିବା ଶସ୍ଯ କାଟିବ ନାହିଁ ଓ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ।

ଦିତୀୟ ରାଜାବଳୀ 19:29
ହେ ହିଜକିଯ, ଏହା ତୁମ୍ଭ ପ୍ରତି ମାରେ ସାହାୟ୍ଯର ଚିହ୍ନ ହବେ। ଏହି ବର୍ଷ ତୁମ୍ଭମାନେେ ସ୍ବଯଂ କ୍ଷତେ ରେ ବଢିଥିବା ଶସ୍ଯ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ଯ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ଯ କାଟିବ ଓ ତୁମ୍ଭ ଦ୍ବାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ।

ଆୟୁବ ପୁସ୍ତକ 14:19
ପଥର ଉପରେ ପାଣି ବହି ତାକୁ କ୍ଷଯ କରିଦିଏ। ବନ୍ଯା ଭୂମିରୁ ସବୁ ପଟୁମାଟି ପାଣି ରେ ପୋଛି ନିଏ। ସହେିଭଳି ହେ ପରମେଶ୍ବର ତୁମ୍ଭେ ବ୍ଯକ୍ତିର ସମସ୍ତ ଆଶାକୁ ଧୂଳିସାତ କର।

ଯିଶାଇୟ 37:30
ତା'ପ ରେ ସଦାପ୍ରଭୁ ହିଜକିଯଙ୍କୁ କହିଲେ, ଏହା ତୁମ୍ଭ ପାଇଁ ଏକ ଚିହ୍ନ ହବେ। ଏହି ବର୍ଷ ସ୍ବଯଂ ଉତ୍ପନ୍ନ ଶସ୍ଯରୁ ଓ ଦ୍ବିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ଯରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ଯ ଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்