Base Word
סַף
Short Definitiona vestibule (as a limit); also a dish (for holding blood or wine)
Long Definitiona spreading out, basin, goblet, bowl
Derivationfrom H5605, in its original sense of containing
International Phonetic Alphabetsɑp
IPA modsɑf
Syllablesap
Dictionsahp
Diction Modsahf
Usagebason, bowl, cup, door (post), gate, post, threshold
Part of speechn-m
Base Word
סַף
Short Definitiona vestibule (as a limit); also a dish (for holding blood or wine)
Long Definitiona spreading out, basin, goblet, bowl
Derivationfrom H5605, in its original sense of containing
International Phonetic Alphabetsɑp
IPA modsɑf
Syllablesap
Dictionsahp
Diction Modsahf
Usagebason, bowl, cup, door (post), gate, post, threshold
Part of speechn-m

ଯାତ୍ରା ପୁସ୍ତକ 12:22
ବିଡାଏ ଏସୋବ୍ ନଇେ ପାତ୍ର ରେ ଥିବା ରକ୍ତ ରେ ବୁଡାଇ ଦ୍ବାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ୟାଏ ତୁମ୍ଭମାନଙ୍କର କହେିଗୃହ ଦ୍ବାର ରେ ବାହାରକୁ ନଯାଉ।

ଯାତ୍ରା ପୁସ୍ତକ 12:22
ବିଡାଏ ଏସୋବ୍ ନଇେ ପାତ୍ର ରେ ଥିବା ରକ୍ତ ରେ ବୁଡାଇ ଦ୍ବାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ୟାଏ ତୁମ୍ଭମାନଙ୍କର କହେିଗୃହ ଦ୍ବାର ରେ ବାହାରକୁ ନଯାଉ।

ବିଚାରକର୍ତାମାନଙ୍କ ବିବରଣ 19:27
ଏହାପରେ ତା'ର ପ୍ରଭକ୍ସ୍ଟ ଉଠି ନିଜ ବାଟରେ ୟିବାପାଇଁ ଦ୍ବାରା ଫିଟାଇଲା ଏବଂ ତା'ର ଉପପତ୍ନୀକକ୍ସ୍ଟ ଦ୍ବାର ସମ୍ମକ୍ସ୍ଟଖ ରେ ପଡିଥିବାର ପାଇଲା। ତାହାର ଦକ୍ସ୍ଟଇହାତ ଦ୍ବାରବନ୍ଧ ଉପରେ ପଡିଥିଲା।

ଦିତୀୟ ଶାମୁୟେଲ 17:28
ଅେମ୍ମାନୀୟମାନେ ବିଛଣା, ମାଠିଆ, ଅନ୍ଯାନ୍ଯ ପାତ୍ରସବୁ ଖାଦ୍ୟ ପାଇଁ ଗହମ, ୟବ, ମଇଦା, ଭଜାଶସ୍ଯ, ଶିମ, ମସକ୍ସ୍ଟର ଏବଂ ଭଜା ବିରି।

ପ୍ରଥମ ରାଜାବଳୀ 7:50
ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।

ପ୍ରଥମ ରାଜାବଳୀ 14:17
ଏହାପରେ ୟାରବିଯାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସା ରେ ଉପସ୍ଥିତ ହେଲା। ସେ ଗୃହର ଦ୍ବାରବନ୍ଧ ନିକଟରେ ପହଞ୍ଚୁ ନପହଞ୍ଚୁଣୁ ତା'ର ପୁତ୍ର ମଲା।

ଦିତୀୟ ରାଜାବଳୀ 12:9
ତେଣୁ ଯାଜକ ଯିହାୟୋଦାରଦା ଗୋଟିଏ ସିନ୍ଦୁକ ନଇେ ତା'ର ଢାଙ୍କୁଣି ରେ ଏକ ଛିଦ୍ର କରି ୟଜ୍ଞବଦେୀ ନିକଟରେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ ସ୍ଥାନର ଦକ୍ଷିଣ ପାଶର୍‌ବ ରେ ରଖିଲା। ପୁଣି ଦ୍ବାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ବାରା ଆଣିଲେ, ସହେି ଦ୍ବାର ନିକଟରେ ରଖିଲେ।

ଦିତୀୟ ରାଜାବଳୀ 12:13
ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରା ରେ ଗୃହ ନିମନ୍ତେ ରୋପ୍ଯ ପାତ୍ର, କତୁରିକୁଣ୍ତ, ତୂରୀ କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୋପ୍ଯପାତ୍ର ନିର୍ମାଣ କଲେ ନାହିଁ।

ଦିତୀୟ ରାଜାବଳୀ 22:4
ତୁମ୍ଭେ ମହାୟାଜକ ହିଲକିଯ ନିକଟକୁ ୟାଅ, ତାଙ୍କୁ କୁହ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଯେଉଁ ମୁଦ୍ରା ଦ୍ବାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରୁଛନ୍ତି, ସେ ମୁଦ୍ରା ଏଣିକି ଆଣ।

ଦିତୀୟ ରାଜାବଳୀ 23:4
ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲର, ଆଶରୋମୂର୍ତ୍ତୀର ଓ ସ୍ବର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ଯା ଦବେତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲକିଯ ମହାୟାଜକକୁ, ଦ୍ବିତୀୟ ଶ୍ ରଣେୀର ଯାଜକମାନଙ୍କୁ ଓ ଦ୍ବାରପାଳ ମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟଯ ରାଜା ସେ ସମସ୍ତ ଦ୍ରବ୍ଯକୁ ୟିରୁଶାଲମର ବାହା ରେ କିଦ୍ରୋଣ ଉପତ୍ୟକା ରେ ଦଗ୍ଧ କଲେ ଓ ତାହାର ଭସ୍ମ ବୈଥଲକେୁ ନଇଗେଲେ।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்