Base Word | |
סְלִק | |
Short Definition | to ascend |
Long Definition | to ascend, come up |
Derivation | a primitive root |
International Phonetic Alphabet | sɛ̆ˈlɪk’ |
IPA mod | sɛ̆ˈlik |
Syllable | sĕliq |
Diction | seh-LIK |
Diction Mod | seh-LEEK |
Usage | come (up) |
Part of speech | v |
ଏଜ୍ରା 4:12
ଆମ୍ଭମାନେେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ୟିହୁଦୀଯ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସମାନେେ ୟିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସମାନେେ ସହେି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସମାନେେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।
ଦାନିଏଲ 2:29
ହେ ମହାରାଜ, ଶୟ୍ଯା ଉପ ରେ ଆପଣ ଶୋଇଥିଲା ବେଳେ ଭବିଷ୍ଯତ ରେ କ'ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ ବିଷଯମାନ ପ୍ରକାଶ କରନ୍ତି, ସହେି ପରମେଶ୍ବର ଯାହା ଭବିଷ୍ଯତ ରେ ଘଟିବ ତାହା ଦର୍ଶନ ରେ ପ୍ରକାଶ କଲେ।
ଦାନିଏଲ 7:3
ପୁଣି ମୁଁ ଦେଖିଲି, ଗ୍ଭରି ଭିନ୍ନ ପ୍ରକାରର ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ।
ଦାନିଏଲ 7:8
ସହେି ଶିଙ୍ଗଗୁଡିକ ବିଷଯ ରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖ ରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ଯରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହାର ମନୁଷ୍ଯର ଚକ୍ଷୁତୁଲ୍ଯ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗ ରେ ଏକ ପାଟି ଥିଲା। ସହେି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।
ଦାନିଏଲ 7:20
ସହେି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତ ରେ ଦଶଶିଙ୍ଗ ମଧ୍ଯରୁ ତିନିଶିଙ୍ଗ ପଡିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ଯବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ଯ ଜାଣିବାକୁ ମୁଁ ଇଚ୍ଛା କଲି।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்