Base Word
סֹלְלָה
Short Definitiona military mound, i.e., rampart of besiegers
Long Definitionmound
Derivationor סוֹלְלָה; active participle feminine of H5549, but used passively
International Phonetic Alphabetso.lɛ̆ˈlɔː
IPA modso̞w.lɛ̆ˈlɑː
Syllablesōlĕlâ
Dictionsoh-leh-LAW
Diction Modsoh-leh-LA
Usagebank, mount
Part of speechn-f

ଦିତୀୟ ଶାମୁୟେଲ 20:15
ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥମାଖାସ୍ଥୀତ ଆବଲେ ରେ ତାଙ୍କୁ ରକ୍ସ୍ଟଦ୍ଧ କଲେ ଓ ନଗର ନିକଟରେ ଏକ ତିପି ପ୍ରସ୍ତକ୍ସ୍ଟତ କଲେ। ତାହା ଗଡପାଚରେୀ ପାଖ ରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚରେୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକକ୍ସ୍ଟ ଲାଗିଲେ।

ଦିତୀୟ ରାଜାବଳୀ 19:32
ତେଣୁ ସଦାପ୍ରଭୁ ଅଶୂରୀଯ ରାଜା ବିଷଯ ରେ ଏହି କଥା କୁହନ୍ତି। ସେ ଏହି ନଗରକୁ ନଗର ରେ ତୀର ନିକ୍ଷପେ କରିବ ନାହିଁ। ସେ ଏହି ନଗର ବିରୁଦ୍ଧ ରେ ଢାଳ ଧରି ଆସିବ ନାହିଁ। ସେ ଏହି ନଗରକୁ ଆକ୍ରମଣ କରିବାକୁ ଗଡାଣିଆ ମଞ୍ଚ ନିର୍ମାଣ କରିବ ନାହିଁ।

ଯିଶାଇୟ 37:33
ଏଣୁ ସଦାପ୍ରଭୁ ଅଶୂରୀଯ ରାଜା ବିଷଯ ରେ ଏହିକଥା କହନ୍ତି,

ଯିରିମିୟ 6:6
କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ।

ଯିରିମିୟ 32:24
ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସମାନେେ ଯେପରି ଶତ୍ରୁ ନଗରକୁ ପରାସ୍ତ କରିପାରିବେ ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧ ରେ ୟୁଦ୍ଧ କରୁଥିବା କଲଦୀଯମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।

ଯିରିମିୟ 33:4
ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁ ୟିରୁଶାଲମ ବିଷଯ ରେ ଏହି କଥା କହନ୍ତି। ଶତ୍ରୁସୈନ୍ଯ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସମାନେେ ପ୍ରାଚୀର ଉପ ରେ ସିଡ଼ି ନିର୍ମାଣ କରି ଖଡ୍ଗ ରେ ନଗର ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ।

ଯିହିଜିକଲ 4:2
ଏବଂ ସଗେୁଡ଼ିକୁ ସୈନ୍ଯ ରେ ବେଷ୍ଟିତ କର, ତାହା ବିରୁଦ୍ଧ ରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧ ରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧ ରେ ଛାଉଣୀ ସ୍ଥାପନ କର ଓ ଚତୁର୍ଦ୍ଦିଗ ରେ ପ୍ରାଚୀର ଭଦକେ ୟନ୍ତ୍ର ସ୍ଥାପନ କର।

ଯିହିଜିକଲ 17:17
ଏବଂ ଫାରୋ ତାଙ୍କର ମହାନ ଶକ୍ତି ଓ ଶକ୍ତିଶାଳି ସୈନ୍ଯବାହିନୀ ତାଙ୍କୁ ୟୁଦ୍ଧ ରେ ସାହାୟ୍ଯ କରିବେ ନାହିଁ। ଯେତବେେଳେ ସମାନେେ କଚ୍ଚା ରାସ୍ତା ଓ ଦୁର୍ଗ ନିର୍ମାଣ କରିବେ, ବହୁତ ଲୋକ ହତ୍ଯା ହବେେ।

ଯିହିଜିକଲ 21:22
ଗୁଳାବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତ ରେ ଉଠାଇଲା, ତାହା ୟିରୁଶାଲମର ହବେ। ଯେଉଁଠା ରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ଯା କରିବାକୁ ଆଜ୍ଞା ଦବେ, ୟୁଦ୍ଧ ପାଇଁ ସେ ଡ଼ାକରା ଦବେ, ଫାଟକ ବିରୁଦ୍ଧ ରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପ ରେ ସମାନେେ ସହର ଚତୁଃପାଶର୍‌ବ ରେ ପ୍ରାଚୀର ନିର୍ମାଣ କରିବ।

ଯିହିଜିକଲ 26:8
ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ଯାଗଣଙ୍କୁ ହତ୍ଯା କରିବ ( େଛାଟ ସହର ରେ)। ସେ ତୁମ୍ଭ ବିରୁଦ୍ଧ ରେ ଅପରାଧ କାର୍ୟ୍ଯ କରିବ। ଏବଂ ସେ ତୁମ୍ଭ ବିରୁଦ୍ଧ ରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧ ରେ ଢ଼ାଲ ଉଠାଇବ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்